Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦି ନୁହଁନ୍ତି, ପୁରୀରୁ ଛିଡା ହେବେ ସମ୍ବିତ ପାତ୍ର, ବିଜେପିର ୨ୟ ପ୍ରାର୍ଥୀ ତାଲିକାରେ ଓଡିଶାର ୫ଲୋକସଭା ଏବଂ ୨୨ବିଧାନସଭା ଆସନ ପାଇଁ ଘୋଷଣା ହେଲା ନାମ
ବିଶେଷ ଖବର

ମୋଦି ନୁହଁନ୍ତି, ପୁରୀରୁ ଛିଡା ହେବେ ସମ୍ବିତ ପାତ୍ର, ବିଜେପିର ୨ୟ ପ୍ରାର୍ଥୀ ତାଲିକାରେ ଓଡିଶାର ୫ଲୋକସଭା ଏବଂ ୨୨ବିଧାନସଭା ଆସନ ପାଇଁ ଘୋଷଣା ହେଲା ନାମ

March 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
sambit patra get Puri Lok sabha ticket.
sambit patra get Puri Lok sabha ticket.

ସମୀକ୍ଷା ବ୍ୟୁରୋ

ବିଜେପି ପୁଣିଥରେ ବିଳମ୍ବିତ ରାତିରେ ପ୍ରକାଶ କରିଛି ତାହାର ପ୍ରାର୍ଥୀ ତାଲିକା। ସିଇସି ବୈଠକରେ ଆନ୍ଦ୍ରପ୍ରଦେଶ, ଆସାମ, ମହାରାଷ୍ଟ୍ର, ମେଘାଳୟ ଏବଂ ଓଡିଶାର ୩୬ ଜଣ ନାମ ପ୍ରକାଶ ପାଇଛି। ଓଡିଶାର ୫ଲୋକସଭା ସହିତ ୨୨ଟି ବିଧାନସଭାର ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇଛି। ଯେଉଁ ୫ଟି ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ସେମାନେ ହେଲେ

ପୁରୀ-ସମ୍ବିତ ପାତ୍ର

ବରଗଡ-ସୁରେଶ ପୂଜାରୀ

କଳାହାଣ୍ଡି-ବସନ୍ତ କୁମାର ପଣ୍ଡା

ସମ୍ବଲପୁର-ନିତେଶ ଗଙ୍ଗଦେବ

କୋରାପୁଟ-ଜୟରାମ ପାଙ୍ଗୀ

ଯେଉଁ ୨୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ବିଜେପି ଘୋଷଣା କରିଛି ସେଗୁଡିକ ହେଲା

ଭଟଲୀ ସାଧାରଣ ଇରାଶୀଷ ଆଚାର୍ଯ୍ୟ
ଦେବଗଡ଼ ସାଧାରଣ ସୁବାସ ପାଣିଗ୍ରାହୀ
ବୀରମହାରାଜପୁର ଦଳିତ ରଘୁନାଥ ଜଗଲ
ସୋନପୁର ସାଧାରଣ ଅଶୋକ ପୂଜାର
ବଲାଙ୍ଗୀର ସାଧାରଣ ଅନନ୍ତ ଦାସ
ନୂଆପଡ଼ା ସାଧାରଣ ହୋମସିଂହ ମାଝି
ଝରିଗ୍ରାମ ଆଦିବାସୀ ପର୍ଶୁରାମ ମାଝି
ଡାବୁଗାଁ ଆଦିବାସୀ ପଦ୍ମନ ନାୟକ
ଭବାନୀପାଟଣା ଦଳିତ ପ୍ରଦୀପ ନାୟକ
ଦଶପଲ୍ଲା ଦଳିତ ପୂଣ୍ଣଚନ୍ଦ୍ର ନାୟକ
କବିସୂର୍ଯ୍ୟନଗର ସାଧାରଣ ରଞ୍ଜନ ପଲାଇ
ଛତ୍ରପୁର ଦଳିତ ପ୍ରଶାନ୍ତ କର
ଆସ୍କା ସାଧାରଣ ଦେବରାଜ ମହାନ୍ତି
ସୋରଡ଼ା ସାଧାରଣ ନୀଳମଣି ବିଶୋଇ
ବ୍ରହ୍ମପୁର ସାଧାରଣ କାହ୍ନୁ ପତି
ଦିଗପହଣ୍ଡି ସାଧାରଣ ପିଙ୍କି ପ୍ରଧାନ
ମୋହହନା ଆଦିବାସୀ ପ୍ରଶାନ୍ତ ମଲ୍ଲିକ
ଗୁଣୁପୁର ଆଦିବାସୀ ଶିଶିର ଗମାଙ୍ଗ
ରାୟଗଡ଼ା ଆଦିବାସୀ ବସନ୍ତ ଉଲାକା
ଜୟପୁର ସାଧାରଣ ଗୌତମ ସାମନ୍ତରାୟ
କୋରାପୁଟ ଦଳିତ ତ୍ରିପୁରା ଗରଡ଼ା
ଚିତ୍ରକୋଣ୍ଡା ଆଦିବାସୀ ପଦୁ ମାଝି

 

BJP election Odisha sambitpatra ticket
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଏସଏଚଜି ଓ ବ୍ୟକ୍ତିଗତ ଉଦ୍ୟୋଗ ଋଣ ସମୀକ୍ଷା

September 3, 2026

ରେଳ ସୁରକ୍ଷା, ବୈଷୟିକ ଏବଂ ରକ୍ଷଣାବେକ୍ଷଣ ତ୍ରୁଟିର ସଂଶୋଧନ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ନିର୍ଦ୍ଦେଶ

September 3, 2026

ଉତ୍ତର ବାଲେଶ୍ୱରରେ ସୁବର୍ଣ୍ଣରେଖାର ତୃତୀୟ ବନ୍ୟା: ଶତାଧିକ ଗାଁ ଜଳମଗ୍ନ ସହିତ ଯୋଗାଯୋଗ ବିଚ୍ଛିନ୍ନ

September 3, 2026

ସେପ୍ଟେମ୍ବର ୫ ଓ ୬ରେ କଟକରେ ବସିବ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ

September 3, 2026
Latest News

ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଏସଏଚଜି ଓ ବ୍ୟକ୍ତିଗତ ଉଦ୍ୟୋଗ ଋଣ ସମୀକ୍ଷା

September 3, 2026

ମାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ଭବନ ଉଦଘାଟନ କଲେ ଅମିତ ଶାହ

September 3, 2026

ସମନ୍ୱିତ ଓ ପ୍ରଭାବଶାଳୀ ସରକାରୀ ଯୋଗାଯୋଗ ପାଇଁ ଆଇଏମପିସିସି ବୈଠକରେ ଗୁରୁତ୍ୱ

September 3, 2026

ରେଳ ସୁରକ୍ଷା, ବୈଷୟିକ ଏବଂ ରକ୍ଷଣାବେକ୍ଷଣ ତ୍ରୁଟିର ସଂଶୋଧନ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ନିର୍ଦ୍ଦେଶ

September 3, 2026

ହିମାଳୟ ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଜିଏଲଓଏଫ୍‌ ଓ ହିମସ୍ଖଳନ ପ୍ରସ୍ତୁତି ସମୀକ୍ଷା

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.