Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାଣିରେ ଭାସୁଛି ଏହି ଅନନ୍ୟ ଘର, ଜାଣନ୍ତୁ ଏହି ଘରର ଦାମ୍‌ କେତେ
ଅନ୍ତରାଷ୍ଟ୍ରୀୟ

ପାଣିରେ ଭାସୁଛି ଏହି ଅନନ୍ୟ ଘର, ଜାଣନ୍ତୁ ଏହି ଘରର ଦାମ୍‌ କେତେ

December 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚୀନ୍‌ : ପାଣିରେ ଭାସୁଥିବା ଘର ଦେଖିଛନ୍ତି ? ତେବେ ଭାରତରେ ରହୁଥିବା କିଛି ଲୋକେ ଶିକାରା ଡଙ୍ଗା ବିଷୟରେ ଜାଣିଥିବେ। ବିଶେଷ କରି କାଶ୍ମୀର ଡଲ୍‌ ହ୍ରଦରେ ଭାସୁଥିବା ଡଙ୍ଗାଗୁଡିକ ମଧ୍ୟରେ ଛୋଟ ଛୋଟ ଘର କରାଯାଇଥାଏ, ଏହାକୁ ଶିକାରା କୁହାଯାଏ । ଏହା ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ । ତେବେ ଆପଣ ଥରେ ଭାବନ୍ତୁ ତ ଡଙ୍ଗା ଜାଗାରେ ଯଦି ଆପଣଙ୍କ ଘର ପାଣିରେଭାସିବ, ତା’ହେଲେ ଆପଣଙ୍କୁ କିପରି ଅନୁଭବ ହେବ । ଟିକିଏ ତ ଆଶ୍ଚର୍ଯ୍ୟ ଲାଗୁଥିବ କଥାଟି ଶୁଣି । ମାତ୍ର ସତରେ ଜଣେ ବ୍ୟକ୍ତି ଏହିପରି ଏକ ଅଦ୍ଭୁତ କଳ୍ପନାକୁ ବାସ୍ତବ ରୂପ ଦେଇଛନ୍ତି।

ଚୀନ୍‌ରୁ ଜଣେ ବ୍ୟକ୍ତି 4 ଲକ୍ଷ ୟୁଆନ୍‌ ଅର୍ଥାତ୍‌ 45 ଲକ୍ଷ ଟଙ୍କା ବ୍ୟୟରେ ଏପରି ଏକ ଘର ନିର୍ମାଣ କରିଛନ୍ତି ଯାହା ଜଳରେ ଭାସୁଛି। ଚୀନ୍‌ର ଫୁଜିଆନ୍‌ ଫ୍ରୋବିସ୍‌ରେ ଏହି ଘର ନିର୍ମାଣ ହୋଇଛି । ଏହି ଘରକୁ ନିର୍ମାଣ କରିଥିବା ଯୁବଙ୍କ ନାମ ହେଉଛି କୋଷ୍ଟ ଲାଇନ୍‌ ।

କୋଷ୍ଟଲାଇନ୍‌, ସାଉଥ ସୀ ଚାଇନାର ଏକ ଟାପୁ, ଡାଙ୍ଗସନ୍‌ କାଉଣ୍ଟିରେ ରହୁଥିଲେ। ତାଙ୍କ ପିଲାବେଳେ ସମୁଦ୍ର ତଟରେ ହିଁ ବିତିଛି । ସେ ଅଧିକାଂଶ ସମୟ ମାଛ ଧରିବାରେ ଅତିବାହିତ କରିଛନ୍ତି । 2018 ମସିହାରେ ସେ ତାଙ୍କ ସହିତ ବସିଥିବାବେଳେ ତାଙ୍କ ମନରେ ଭାସୁଥିବା ଘରର କଳ୍ପନା ଆସିଥିଲା । ଦୁଇ ସାଙ୍ଗ ଏହି ପ୍ରସଙ୍ଗରେ ବହୁତ ସମୟ ଧରି ଚର୍ଚ୍ଚା କରିଥିଲେ । ତା’ପରଦିନ ସକାଳୁ ଦୁହେଁ ଫ୍ଲୋଟିଂ ହାଉସ୍‌ ନିର୍ମାଣର ନିଶ୍ଚୟ କଲେ ।

କୋଷ୍ଟଲାଇନ୍‌ ତାଙ୍କ ଆାର୍କିଟେକ୍‌ ବନ୍ଧୁ ସହିତ ନିଜ ଆଇଡିକୁ ସେୟାର କଲେ । ଏହାପରେ 600 ସ୍କୋୟାରଫୁଯ୍‌ ସାଇଜ୍‌ର ଫ୍ଲୋଟିଂ ହାଉସ୍‌ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କଲେ । ତେବେ ଏହି ଘର ନିର୍ମାଣରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

କୋଷ୍ଟଲାଇନ୍‌ ଏହି ଘରର ନାମ ହେକ୍‌ସୀ ରଖାଯାଇଛି । ଘରକୁ ଏକ ଜାଗାରେ ସ୍ଥିର କରି ରଖିବା ପାଇଁ 16 ବଡ ଏଙ୍କର ବା ଲଙ୍ଗରର ବ୍ୟବହାର କରାଯାଇଛି । ପ୍ରତ୍ୟେକ ଲଙ୍ଗର ଏକ ଟନ୍‌ ଓଜନର । 600 ସ୍କୋୟାର ମିଟର ଘରର ଇଣ୍ଟରିଅର ଡିଜାଇନର୍‌ ବେଶ୍‌ ଆକର୍ଷଣୀୟ । ତେବେ ଘରର ଚାହିଦା ଦେଖି ଏହାକୁ ଫ୍ଲୋଟିଂ ହୋଟେଲ୍‌ରେ ପରିବର୍ତ୍ତନ କରିଛନ୍ତି କୋଷ୍ଟଲାଇନ୍‌ । ତେବେ ଏଠାକୁ ଆସି ସମୟ ବ୍ୟତୀତ କରିବାକୁ ଚାହିଁଲେ ଆପଣଙ୍କୁ ଏକ ମାସର ସମୟ ଦରକାର ।

Share. Facebook Twitter LinkedIn Email WhatsApp Copy Link

Related Posts

ନ୍ୟୁଜିଲ୍ୟାଣ୍ଡରେ ବ୍ୟବସାୟିକ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

July 11, 2026

ବାଙ୍କିପୁର ଉପ-ନିର୍ବାଚନ: ନୂଆ ପ୍ରାର୍ଥୀଙ୍କୁ ନେଇ ପୁଣି ଏକ ବଡ ଭୁଲ କଲା କି ବିଜେପି?

July 11, 2026

ନାବାଳିକାଙ୍କୁ ଅସଦାଚରଣ ମାମଲା: ଅଭିନେତା ରୋହିତ ଚାନ୍ଦେଲ ଗିରଫ

July 11, 2026

ନମ୍ବର ୧ ସ୍ଥାନ ରକ୍ଷା କରିବାକୁ ଓହ୍ଲାଇବ ଟିମ୍ ଇଣ୍ଡିଆ: ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାବନୀ

July 11, 2026
Latest News

ନ୍ୟୁଜିଲ୍ୟାଣ୍ଡରେ ବ୍ୟବସାୟିକ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

July 11, 2026

ପାଠ୍ୟ ପୁସ୍ତକରେ ତ୍ରୁଟି: ସମଗ୍ର ପ୍ରକ୍ରିୟାର ହେବ ଅପରାଧିକ ତଦନ୍ତ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

July 11, 2026

ବାଙ୍କିପୁର ଉପ-ନିର୍ବାଚନ: ନୂଆ ପ୍ରାର୍ଥୀଙ୍କୁ ନେଇ ପୁଣି ଏକ ବଡ ଭୁଲ କଲା କି ବିଜେପି?

July 11, 2026

ନାବାଳିକାଙ୍କୁ ଅସଦାଚରଣ ମାମଲା: ଅଭିନେତା ରୋହିତ ଚାନ୍ଦେଲ ଗିରଫ

July 11, 2026

ନମ୍ବର ୧ ସ୍ଥାନ ରକ୍ଷା କରିବାକୁ ଓହ୍ଲାଇବ ଟିମ୍ ଇଣ୍ଡିଆ: ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାବନୀ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.