Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ତାନଜାନିଆରେ ପାଳିତ ହେଲା ଉତ୍କଳ ଦିବସ, ଓଡିଶାର ପାରଂପାରିକ ନୃତ୍ୟରେ ଝୁମିଲେ ଦର୍ଶକ
ଅନ୍ତରାଷ୍ଟ୍ରୀୟ

ତାନଜାନିଆରେ ପାଳିତ ହେଲା ଉତ୍କଳ ଦିବସ, ଓଡିଶାର ପାରଂପାରିକ ନୃତ୍ୟରେ ଝୁମିଲେ ଦର୍ଶକ

April 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Tanzania
ତାନଜାନିଆରେ ପାଳିତ ହେଲା ଉତ୍କଳ ଦିବସ, ଓଡିଶାର ପାରଂପାରିକ ନୃତ୍ୟରେ ଝୁମିଲେ ଦର୍ଶକ

Utkal Diwas In Tanzania: ଉତ୍କଳ ଦିବସ ବା ଓଡିଶା ଦିବସ କେବଳ ଓଡିଶା ବା ଭାରତରେ ନୁହେଁ, ବିଶ୍ବର ବିଭିନ୍ନ କୋଣରେ ମଧ୍ୟ ପାଳିତ ହୋଇଛି। ସେମିତି ତାନଜାନିଆରେ ଥିବା ଓଡିଆମାନେ ଏହି ଦିବସକୁ ବେଶ ଧୂମଧାମରେ ପାଳନ କରିଛନ୍ତି। ତାନଜିଆରେ ଥିବା ଭାରତ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ଏବଂ ତାନଜାନିଆ ଓଡିଆ ସମାଜ ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା।

ତାନଜିଆର ଦାର ଇସ ସଲ୍ଲାମ ସହରରେ ଆୟୋଜିତ ଏହି ଉତ୍ସବରେ ସେଠାରେ ଥିବା ପ୍ରାୟ ଦେଢଶହ ଓଡିଆ ଯୋଗଦେଇଥିଲେ। ଭାରତ ହାଇକମିଶନ କାର୍ଯ୍ୟାଳୟରେ ଅବସ୍ଥାପିତ ରାଜନୈତିକ ୟୁଇଙ୍ଗିର ମୁଖ୍ୟ ଶ୍ରୀ ଲକ୍ଷ୍ୟ ଆନନ୍ଦ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତାନଜାନିଆ ରେ ଥିବା କଳାକାରମାନେ ଓଡିଶାର ପାରଂପାରିକ ନୃତ୍ୟ, ସଂଗୀତକୁ ପରିବେଷଣ କରିଥିଲେ।

ଉତ୍କଳ ଦିବସ ଓଡିଶା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026

ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ହେଲେ ପୂର୍ବତନ CJI ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ

August 24, 2026

ଶ୍ରୀମନ୍ଦିରରେ ବଦଳିବ ଦର୍ଶନ ବ୍ୟବସ୍ଥା: ୩-୪ ମାସରେ ଲାଗୁ ହେବ ଧାଡ଼ି ଦର୍ଶନ

August 24, 2026
Latest News

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.