Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଏସ୍କିମୋ କିସ୍‌ କରିବା ନେଇ ନିଷୋଧାଜ୍ଞା ଜାରି କଲା ୟୁଏଇ
ଅନ୍ତରାଷ୍ଟ୍ରୀୟ

ଏସ୍କିମୋ କିସ୍‌ କରିବା ନେଇ ନିଷୋଧାଜ୍ଞା ଜାରି କଲା ୟୁଏଇ

February 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ୟୁଏଇ : ୟୁଏଇ ନିଜ ଅଧିବାସୀଙ୍କୁ ପାରମ୍ପରିକ ଅଭିବାଦନ ତଥା ଏସ୍କିମୋ କିସ୍‌ ଉପରେ ନିଷେଧାଜ୍ଞା ଜାରି କରିଛି । ୟୁଏଇର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ ଜରିଆରେ ନାକରେ ନାକକୁ ଘଷି କିସ୍‌ କରିବା ଉପରେ ନିଷେଧାଜ୍ଞା ଲଗାଇଛି । ୟୁଏଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ଏପରି କରିବା ନିମେନ୍ତ ନିର୍ଦ୍ଦେଶ ଜାରି କରିଛି । କରୋନା ଭାଇରସ୍‌ ଏବେ ଭୟଙ୍କର ହୋଇଥିବାବେଳେ ଏଥିରେ 600ରୁ ଉର୍ଦ୍ଧ୍ବ ଲୋକେ ମୃତ୍ୟୁବରଣ କଲେଣି । ଚୀନ୍‌ର ବୁହାନ ସହର ଛଡା ଅନ୍ୟ ଦେଶକୁ ମଧ୍ୟ ଏହି ରୋଗ ସଂକ୍ରମିତ ହେବାରେ ଲାଗିଛି । ଏହି ଭାଇରସ ଦ୍ବାରା ସଂକ୍ରମିତ ହେବା ପରେ 2ରୁ 14 ଦିନ ମଧ୍ୟରେ ଏହାର ପ୍ରାଥମିକ ଲକ୍ଷଣ ମଧ୍ୟ ସ୍ପଷ୍ଟ ହୋଇପାରିନାହୁଁ ।

ୟୁଏଇରେ ସାଧାରଣରେ ଜଣେ ଅନ୍ୟଜଣଙ୍କୁ ସାକ୍ଷାତ କରିବା ସମୟରେ ନାକକୁ ନାକ ଘଷିକୁ ପାରମ୍ପରିକ ଅଭିବାଦନ ଜଣାଇଥା’ନ୍ତି । ମନ୍ତ୍ରାଳୟ କହିଛି ଯେ, ସାକ୍ଷାତ ପାଇଁ ହାତରେ ହାତ ମିଶାଇବା ପରିବର୍ତ୍ତେ ଦୂରରୁ ହାତ ହଲାଇ ଅଭିବାଦନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶ ଦେଇଛି । ସେହିପରି ଛିଙ୍କିବା ସମୟରେ ନାକ ମୁହଁକୁ ଘୋଡାଇବାକୁ ମଧ୍ୟ ପରାମର୍ଶ ଦେଇଛି। ସେହିପରି ଜଣେ ଅନ୍ୟ ଜଣକୁ କୁଣ୍ଡାଇବା ଓ କିସ୍‌ କରିବା ଉପରେ ମଧ୍ୟ ନିଷୋଧାଜ୍ଞା ଲଗାଇଛି ।

ସୂଚନାଯୋଗ୍ୟ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କରୋନା ଭାଇରସ୍‌କୁ ସ୍ବାସ୍ଥ୍ୟ ଇମରଜେନ୍ସି ଘୋଷଣା କରିଛି । ୟୁଏଇରେ ଏ ପର୍ଯ୍ୟନ୍ତ କରୋନା ସମ୍ପର୍କିତ 5ଟି ଘଟଣା ସାମ୍ନାକୁ ଆସିଛି । ଏହି ସମସ୍ତ ପାଞ୍ଚଜଣ ଚୀନ୍ର ବୁହାନରୁ ଆସିଥିଲେ।

 

latamangeskar uae
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.