Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନାରେ 41ଜଣଙ୍କ ମୃତ୍ୟୁ ପରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲା ଆମେରିକା
ଅନ୍ତରାଷ୍ଟ୍ରୀୟ

କରୋନାରେ 41ଜଣଙ୍କ ମୃତ୍ୟୁ ପରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲା ଆମେରିକା

March 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
"ଆକସ୍ମିକ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହନ୍ତୁ": ଆମେରିକୀୟ ସିନେଟରଙ୍କ ମୃତ୍ୟୁ ପରେ ଟ୍ରମ୍ପଙ୍କୁ ଚେତାବନୀ
"ଆକସ୍ମିକ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହନ୍ତୁ": ଆମେରିକୀୟ ସିନେଟରଙ୍କ ମୃତ୍ୟୁ ପରେ ଟ୍ରମ୍ପଙ୍କୁ ଚେତାବନୀ

ଆମେରିକା : ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ଭୟଙ୍କର କରୋନା ଯୋଗୁଁ 41 ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଆମେରିକାର ୪୬ଟି ରାଜ୍ୟ ଏବଂ ୱାସିଂଟନ, ଡିସିରେ କରୋନା ପ୍ରତିକାର ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ସଙ୍କଟ ପାଇଁ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଏ ବାବଦରେ ଦେଶର ଆଇନ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ କ୍ଷମତା ଅର୍ପଣ କରାଯାଇଛି । ଆମେରିକାରେ ୧୯ଟି ରାଜ୍ୟରେ ଏବେ କରୋନା କାୟା ବିସ୍ତାର କରିଛି। କରୋନା ସହ ଲଢିବା ପାଇଁ 37 ହଜାର କୋଟି ଟଙ୍କାର ଘୋଷଣା କରିଛନ୍ତି ଟ୍ରମ୍ପ୍‌। ଏତଦ୍‌ବ୍ୟତୀତ ଟ୍ରମ୍ପ୍‌ ନିଜର କୋରାନା ଯାଞ୍ଚ କରିବେ ବୋଲି କହିଛନ୍ତି ।

ଆମେରିକାରେ ଦୁଇହଜାରରୁ ଉର୍ଦ୍ଧ୍ବ  ଲୋକେ ଏହି ଭାଇରସ୍‌ କବଳରେ କବଳିତ। ନିକଟରେ ଟ୍ରମ୍ପ୍‌ ବ୍ରାଜିଲ୍‌ର ରାଷ୍ଟ୍ରପତି ଜାୟର୍‌ ବୋଲ୍ସୋନାରୋଙ୍କ ସହ ସାକ୍ଷାତ କରିଥିଲେ। ମିଳିଥିବା ସୂଚନା ଅନୁସାରେ ତାଙ୍କ ପ୍ରତିନିଧିମଣ୍ଡଳରେ ରହିଥିବା ଜଣେ ଅଧିକାରୀଙ୍କ ନିକଟରୁ କରୋନା ପଜିଟିଭ୍‌ ମିଳିଛି। ସେହିପରି ଇଭାଙ୍କାଙ୍କ ଉପରେ ମଧ୍ୟ କରୋନା ବିପଦ ରହିଛି। କାରଣ ଇଭାଙ୍କା ଅଷ୍ଟ୍ରେଲିଆର ଗୃହ ମନ୍ତ୍ରୀ ପିଟର ଡଟନଙ୍କ ନିକଟରେ ସାକ୍ଷାତ କରିଥିଲେ। ପିଟର ଡଟନ୍‌ ଏବେ କରୋନାରେ ସଂକ୍ରମିତ ହୋଇଙଛନ୍ତି।

ସୂଚନାଯୋଗ୍ୟ, ଚୀନ୍‌ର ବୁହାନ ସହରରୁ ବ୍ୟାପିଥିବା କରୋନା ଭାଇରସ୍‌ ଏବେ ବିଶ୍ବ ମହାମାରୀ ରୂପେ ଉଭା ହୋଇଛି। ଆମେରିକା ଓ ଭାରତ ସମେତ 100ରୁ ଉର୍ଦ୍ଧ୍ବ ଦେଶ ଏହି ଭାଇରସ କବଳରେ କବଳିତ ହୋଇଛି।

emergency
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

ଡବ୍ଲୁଟିସି ୨୦୨୫-୨୭ରେ ସର୍ବାଧିକ ରନ୍ କରିଥିବା ଶ୍ରେଷ୍ଠ ୫ ଭାରତୀୟ ବ୍ୟାଟ୍ସମ୍ୟାନ୍

August 22, 2026

ବିହାରରେ ଆଉ ଏକ ପ୍ରତିବାଦ ପାଇଁ ପ୍ରସ୍ତୁତି!: ଅଗଷ୍ଟ 25ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

August 22, 2026
Latest News

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

ଡବ୍ଲୁଟିସି ୨୦୨୫-୨୭ରେ ସର୍ବାଧିକ ରନ୍ କରିଥିବା ଶ୍ରେଷ୍ଠ ୫ ଭାରତୀୟ ବ୍ୟାଟ୍ସମ୍ୟାନ୍

August 22, 2026

ବିହାରରେ ଆଉ ଏକ ପ୍ରତିବାଦ ପାଇଁ ପ୍ରସ୍ତୁତି!: ଅଗଷ୍ଟ 25ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.