Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନା ଉପରୁ ବିଶ୍ବ ସମୁଦାୟର ଧ୍ୟାନ ହଟାଇବା ସୀମା ବିବାଦ ସୃଷ୍ଟି କରୁଛି ଚୀନ୍‌ : ଭିକେ ସିଂ
ଅନ୍ତରାଷ୍ଟ୍ରୀୟ

କରୋନା ଉପରୁ ବିଶ୍ବ ସମୁଦାୟର ଧ୍ୟାନ ହଟାଇବା ସୀମା ବିବାଦ ସୃଷ୍ଟି କରୁଛି ଚୀନ୍‌ : ଭିକେ ସିଂ

May 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ନେଇ ବିଶ୍ବ ସମୁଦାୟ ସମ୍ମୁଖରେ ନିନ୍ଦିତ ହେଉଥିବା ଚୀନ୍‌ ଜାଣିଶୁଣି ଭାରତ ସହିତ ସୀମା ବିବାଦରେ ଲିପ୍ତ ରହୁଛି ବୋଲି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସ୍ଥଳସେନା ମୁଖ୍ୟ ଭିକେ ସିଂ ମତ ଦେଇଛନ୍ତି । କରୋନା ଭାଇରସ୍‌ କାରଣରୁ ଚାଇନା ସମଗ୍ର ବିଶ୍ବର ରାଡାରରେ ରହିଛି । ଏହା ଉପରୁ ଧ୍ୟାନ ହଟାଇବା ପାଇଁ ଚୀନ୍‌ ପକ୍ଷରୁ ଏଭଳି କାର୍ଯ୍ୟ କରାଯାଉଥିବା ନେଇ ସିଂ କହିଛନ୍ତି । ପୂର୍ବରୁ ଲଦାଖରେ ଏବଂ ସିକ୍କିମ୍‌ ପାଙ୍ଗଙ୍ଗରେ ଉଭୟ ପକ୍ଷର ସେନା ପରସ୍ପର ସହିତ ଲଢେଇ କରିଥିଲେ । ଏହା ମଧ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ ନୂତନ ୟୁନିଟ୍‌ ପ୍ରସ୍ତୁତ କରାଯାଇଛି । ତେବେ ଚୀନ୍‌ର ରାଷ୍ଟ୍ରଦୂତ କହିଛନ୍ତି ଉଭ ରାଷ୍ଟ୍ର ପରସ୍ପରର ଶତ୍ରୁ ନୁହନ୍ତି, ବରଂ ପରସ୍ପର ପାଇଁ ସୁଯୋଗ । ହାତୀ ଏବଂ ଡ୍ରାଗନ ଗୋଟିଏ ମଞ୍ଚରେ ନାଚି ପାରିବ । ଅପରପକ୍ଷରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତାର ପ୍ରସ୍ତାବ ଦେଇ ଘଟଣାକୁ ଆହୁରି ଗୋଳମାଳିଆ କରି ଦେଇଛନ୍ତି । (ଏଜେନ୍ସି)

china india vksingh
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ

April 13, 2026

ଭୁବନେଶ୍ୱର ଇଗ୍ନୋରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଛାତ୍ର ଆଲୋଚନା

April 13, 2026

ଯାତ୍ରୀଙ୍କ ପାଇଁ ଭଲ ଖବର: ଗ୍ରୀଷ୍ମ ଋତୁରେ ଓଡ଼ିଶାରେ ଗଡ଼ିବ ଅଧିକ ସ୍ୱତନ୍ତ୍ର ଟ୍ରେନ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026
Latest News

ସିଏସଆଇଆର-ଆଇଏମଏମଟି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ

April 13, 2026

ଭୁବନେଶ୍ୱର ଇଗ୍ନୋରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଛାତ୍ର ଆଲୋଚନା

April 13, 2026

ଯାତ୍ରୀଙ୍କ ପାଇଁ ଭଲ ଖବର: ଗ୍ରୀଷ୍ମ ଋତୁରେ ଓଡ଼ିଶାରେ ଗଡ଼ିବ ଅଧିକ ସ୍ୱତନ୍ତ୍ର ଟ୍ରେନ

April 13, 2026

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.