Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଜିଠୁ ଖୋଲିବ ସର୍ବୋଚ୍ଚ ଟାଓ୍ବାର ଏଫିଲ୍‌ ଟାଓ୍ବାର , ଜୁଲାଇରୁ ଖୋଲିବ ପବ୍‌ ଓ ବାର୍‌
ଅନ୍ତରାଷ୍ଟ୍ରୀୟ

ଆଜିଠୁ ଖୋଲିବ ସର୍ବୋଚ୍ଚ ଟାଓ୍ବାର ଏଫିଲ୍‌ ଟାଓ୍ବାର , ଜୁଲାଇରୁ ଖୋଲିବ ପବ୍‌ ଓ ବାର୍‌

June 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ୟାରିସ୍‌ : ଫ୍ରାନ୍ସରେ ଥିବା ଏଫିଲ୍‌ ଟାଓ୍ବାର ସାରା ବିଶ୍ୱରେ ବେଶ୍‌ ପରିଚିତ। ଏହା ସର୍ବୋଚ୍ଚ ଟାଓ୍ବାରର ମାନ୍ୟତା ପାଇଛି। ତେବେ ଦେଶରେ କରୋନା ମହାମାରୀ ଯୋଗୁଁ ଏହି ଟାଓ୍ବାର ବନ୍ଦ ରହିଥିଲା । କିନ୍ତୁ ଏହା ଆଜିଠାରୁ ଖୋଲାଯିବ ।

ଆଜିଠୁ ଖୋଲିବ ପ୍ୟାରିସ୍‌ର ଏଫିଲ୍‌ ଟାଓ୍ବାର୍‌ । କରୋନା ପାଇଁ ଏଫିଲ୍‌ ଟାଓ୍ବାରକୁ ବନ୍ଦ କରିଦିଆଯାଇଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ  କରୋନା ପାଇଁ ପ୍ରଥମ ଥର ପାଇଁ ଦୀର୍ଘ ସମୟ ଧରି ଏଫିଲ୍‌ ଟାଓ୍ବାରକୁ ବନ୍ଦ କରାଯାଇଥିଲା ।

କରୋନା ସଂକ୍ରମଣ ଦ୍ରୁତ ପ୍ରଭାବକୁ ଦେଖି ଟାଓ୍ବାରକୁ ବନ୍ଦ କରାଯାଇଥିଲା । ଏବେ ଏହି ଟାଓ୍ବାରକୁ ଦର୍ଶକ ଦେଖିପାରିବେ । 324 ମିଟର ଉଚ୍ଚ ଏହି ଟାଓ୍ବାରକୁ ପାରିସ୍‌ ଲକ୍‌ ଡାଉନ୍‌ ଘୋଷଣା ପରେ ବନ୍ଦ କରାଯାଇଥିଲା । ତେବେ ସୀମିତ ଦର୍ଶକ ଏବେ ଏହି ଟାଓ୍ବାରକୁ ଦେଖିପାରିବେ । ସେହିପରି ଟପ୍‌ ଫ୍ଲୋରକୁ ଯାଉଥିବା ଏଲିବେଟର୍ସକୁ ବନ୍ଦ କରାଯାଇଙଛି । ଦୂରରୁ ଏହି ଭବ୍ୟ ଟାଓ୍ବାରକୁ ଦର୍ଶକ ଦେଖିପାରିବେ । ସେହିପରି ଏଠାକୁ ଆସୁଥିବା ଦର୍ଶକମାନେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ସେହିପରି ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ କହିଛନ୍ତି ଯେ, ଜୁଲାଇ 4 ତାରିଖଠାରୁ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌କୁ ନିରସ୍ତ୍ର କରିଦିଆଯିବ । ଏହା ସହିତ ଦେଶରେ ସିନେମା, ମ୍ୟୁଜିସିଆନ୍‌, ବାର୍‌, ପବ୍‌ ଓ ରେଷ୍ଟୁରାଣ୍ଟ ଆଦି ଖୋଲାଯିବ । କରୋନା ମହାମାରୀର ଭୟାବହତାକୁ ଦେଖି ସାର୍ବଜନିକ ସ୍ଥାନକୁ ବନ୍ଦ କରି ଦିଆଯାଇଥିଲା ।  ମାର୍ଚ୍ଚ 23 ତାରିଖରୁ ସିନେମା ହଲ୍‌, ପବ୍‌ ଆଦି ସ୍ଥାନ ବନ୍ଦ ରହିଛି ।

ସେହିପରି ସ୍ପେନ୍‌ ଗତ ରବିବାର ଦିନ ୟୁରୋପିଆନ୍‌ ଟୁରିଷ୍ଟଙ୍କ ପାଇଁ ନିଜ ସୀମା ଖୋଲିଛନ୍ତି । ସେହିପରି ଦେଶରେ 14 ଦିନିଆ କ୍ବାରେଣ୍ଟାଇନ୍‌ ନିୟମକୁ ମଧ୍ୟ ଶେଷ କରିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଘୋଷଣା ହେଲା ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଟି-୨୦ ଦଳ: ନେତୃତ୍ଵ ନେବେ ଶ୍ରେୟସ ଆୟର

June 6, 2026

ପିଓକେ ପାଇଁ ନିର୍ବାଚନ ଘୋଷଣା କଲା ପାକିସ୍ତାନ: ଜାତିସଂଘରେ କଡ଼ା ପ୍ରତିକ୍ରିୟା ଦେଲା ଭାରତ

June 6, 2026

IND vs AFG ଟେଷ୍ଟ ମ୍ୟାଚରେ ଡେବ୍ୟୁ କଲେ ମାନବ ସୁଥାର: ଜାଣନ୍ତୁ ତାଙ୍କର ଘରୋଇ ପ୍ରଦର୍ଶନ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026
Latest News

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

June 6, 2026

ଘୋଷଣା ହେଲା ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଟି-୨୦ ଦଳ: ନେତୃତ୍ଵ ନେବେ ଶ୍ରେୟସ ଆୟର

June 6, 2026

ପିଓକେ ପାଇଁ ନିର୍ବାଚନ ଘୋଷଣା କଲା ପାକିସ୍ତାନ: ଜାତିସଂଘରେ କଡ଼ା ପ୍ରତିକ୍ରିୟା ଦେଲା ଭାରତ

June 6, 2026

IND vs AFG ଟେଷ୍ଟ ମ୍ୟାଚରେ ଡେବ୍ୟୁ କଲେ ମାନବ ସୁଥାର: ଜାଣନ୍ତୁ ତାଙ୍କର ଘରୋଇ ପ୍ରଦର୍ଶନ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.