Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଚୀନ୍‌ ବିରୋଧରେ ଆମେରିକାର କଡା ଆଭିମୁଖ୍ୟ :  ପାଞ୍ଚୋଟି ସାମଗ୍ରୀକୁ ବ୍ୟାନ୍ କଲା ଆମେରିକା
ଅନ୍ତରାଷ୍ଟ୍ରୀୟ

ଚୀନ୍‌ ବିରୋଧରେ ଆମେରିକାର କଡା ଆଭିମୁଖ୍ୟ :  ପାଞ୍ଚୋଟି ସାମଗ୍ରୀକୁ ବ୍ୟାନ୍ କଲା ଆମେରିକା

September 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓ୍ବାଶିଂଟନ୍‌ : ଚୀନ୍‌ ବିରୋଧରେ ଆମେରିକା ପୁଣିଥରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଚୀନ୍‌ରୁ ଆମଦାନୀ ହେଉଥିବା 5ଟି ସାମଗ୍ରୀ ଉପରେ ବ୍ୟାନ୍‌ ଲଗାଇଛି ଆମେରିକା । ଚୀନ୍‌ର ଜିନଜାଙ୍ଗ ପ୍ରୋଭିନ୍ସରୁ ଆସୁଥିବା 5ଟି ସାମଗ୍ରୀକୁ ବ୍ୟାନ୍‌ କରିଛି ଆମେରିକା ।  କଟନ, ହେୟାର ପ୍ରଡକ୍ଟସ୍‌, କମ୍ପ୍ୟୁଟର ଉପକରଣ ସମେତ କିଛି ଟେକ୍ସଟାଇଲ୍‌ ସାମଗ୍ରୀ ଉପରେ ରୋକ୍‌ ଲଗାଇଛି ଆମେରିକା । ଆମେରିକାର ବ୍ୟବସାୟିକ ସ୍ବାର୍ଥ ପାଇଁ ଟ୍ରମ୍ପ୍‌ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଏହାପୂର୍ବରୁ ଆମେରିକା ଚୀନ୍‌ର 24ଟି କମ୍ପାନୀକୁ ବ୍ୟାନ୍‌ କରିଥିଲା। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବିଏସଏଫ୍ ର ଲଙ୍କାମୁରା ସୀମା ଆଉଟପୋଷ୍ଟ ପରିଦର୍ଶନ କରି ଯବାନଙ୍କ ମନୋବଳ ବଢ଼ାଇଲେ ଅମିତ ଶାହ

June 6, 2026

ଟିଏମସି ସାଂସଦ ଇସ୍ତଫା ଦେଲେ ସାଂସଦ ହୋଇପାରିବେ କି ମମତା ? ଜାଣନ୍ତୁ କଣ କହୁଛି ଆଇନ

June 5, 2026

ବାଲିଗୁଡା ବିଜେଡିରେ ବଡ଼ ବିଦ୍ରୋହ, ସାମୂହିକ ଇସ୍ତଫା

June 5, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ଏସିଆ କପ୍ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ

June 5, 2026
Latest News

ବିଏସଏଫ୍ ର ଲଙ୍କାମୁରା ସୀମା ଆଉଟପୋଷ୍ଟ ପରିଦର୍ଶନ କରି ଯବାନଙ୍କ ମନୋବଳ ବଢ଼ାଇଲେ ଅମିତ ଶାହ

June 6, 2026

ବିସ୍ତୃତ ରାଶିଫଳ: ଜୁନ ୦୬ ତାରିଖ ଶନିବାର ଦିନ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

June 6, 2026

ଟିଏମସି ସାଂସଦ ଇସ୍ତଫା ଦେଲେ ସାଂସଦ ହୋଇପାରିବେ କି ମମତା ? ଜାଣନ୍ତୁ କଣ କହୁଛି ଆଇନ

June 5, 2026

ବାଲିଗୁଡା ବିଜେଡିରେ ବଡ଼ ବିଦ୍ରୋହ, ସାମୂହିକ ଇସ୍ତଫା

June 5, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ଏସିଆ କପ୍ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.