Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କିସ୍‌ କରି ରେକର୍ଡ କଲେ କପଲ୍‌ : ଦୁଇଲକ୍ଷ ଟଙ୍କା ସହ ଜିତିଲେ ହୀରାର ମୁଦି
ଅନ୍ତରାଷ୍ଟ୍ରୀୟ

କିସ୍‌ କରି ରେକର୍ଡ କଲେ କପଲ୍‌ : ଦୁଇଲକ୍ଷ ଟଙ୍କା ସହ ଜିତିଲେ ହୀରାର ମୁଦି

November 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କିସ୍‌ ବା ଚୁମ୍ବନ ପ୍ରେମ ପରିପ୍ରକାଶ କରିବାର ଅନ୍ୟ ଏକ ମାଧ୍ୟମ । ପ୍ରେମୀ ପ୍ରେମିକାକୁ, ସ୍ବାମୀ ସ୍ତ୍ରୀଙ୍କୁ ଚୁମ୍ବନ କରିଥା’ନ୍ତି । ବନ୍ଧୁମାନେ ମଧ୍ୟ ବନ୍ଧୁତ୍ବ କିସ୍‌ ଦେଇ ନିଜର ଭାବ ପରିପ୍ରକାଶ କରିଥା’ନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି ଯେ, ଜଣେ କିସ୍‌ କରି ଲକ୍ଷ ଟଙ୍କା ଓ ହୀରାର ମୁଦି ଜିତିପାରିଛନ୍ତି ବୋଲି । ଥାଇଲାଣ୍ଡରେ ରହୁଥିବା ଏକ କପଲ୍‌ ପୂରା 58 ଘଣ୍ଟା କିସ୍‌ କରି ନିଜ ନାମରେ ଏକ ଅନନ୍ୟ ରେକର୍ଡ କରିଛନ୍ତି। ଏହା ସହିତ ଆକର୍ଷଣୀୟ ଉପହାର ମଧ୍ୟ ପାଇଛନ୍ତି ।

ଥାଇଲାଣ୍ଡର ଏହି କପଲ୍‌ 10 -15 ମିନିଟ୍‌ ନୁହେଁ, ପୂରା 58 ଘଣ୍ଟା 35 ମିନିଟ୍‌ 58 ସେକେଣ୍ଡ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ଚୁମ୍ବନ ଦେଇ ରେକର୍ଡର ଅଧିକାରୀ ହୋଇଛନ୍ତି । ଏହି ଚୁମ୍ବନକୁ ଦୁନିଆର ସବୁଠୁ ଦୀର୍ଘ ଚୁମ୍ବନ ବା କିସ୍‌ ବୋଲି ଅଭିହିତ କରାଯାଇଛି । ଏପରିକି ଦୁହେଁ ଟଏଲଟ୍‌ ଯିବା ସମୟରେ ମଧ୍ୟ କିସ୍‌ କରିବା ବନ୍ଦ କରିନଥିଲେ । ଦୀର୍ଘ ସମୟ ଧରି କିସ୍‌ କରିଥିବା ଏହି କପଲ୍‌ ରେକର୍ଡର ଅଧିକାରୀ ହେବା ସହ 2 ଲକ୍ଷ ଟଙ୍କା ଓ ଦୁଇଟି ହୀରା ମୁଦି ଜିତିଛନ୍ତି । (ଏଜେନ୍ସି)

 

kiss record
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026
Latest News

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026

କେନ୍ଦ୍ର ବଜେଟ୍ 2026-27 ର ମୁଖ୍ୟାଂଶ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.