Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସାତ ମାସ ଧରି ବ୍ୟକ୍ତିଙ୍କ ପେଟରେ ବାଜୁଥିଲା ଫୋନ୍‌ର ଘଣ୍ଟି, ଜାଣନ୍ତୁ କାରଣ କ’ଣ
ଅନ୍ତରାଷ୍ଟ୍ରୀୟ

ସାତ ମାସ ଧରି ବ୍ୟକ୍ତିଙ୍କ ପେଟରେ ବାଜୁଥିଲା ଫୋନ୍‌ର ଘଣ୍ଟି, ଜାଣନ୍ତୁ କାରଣ କ’ଣ

November 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଇଜିପ୍ଟ : ମଜା କରିବା ପାଇଁ ବନ୍ଧୁମାନଙ୍କ ସହ ପ୍ରାଙ୍କ୍‌ ବା କୌତୁକ କରାଯାଇଥାଏ । ଏବେ ପ୍ରାଙ୍କ୍‌ କରିବା ଆଳରେ ବହୁ ଅଜବ କାର୍ଯ୍ୟ କରାଯାଉଥିବାର ଦେଖାଯାଉଛି । ଲୋକଙ୍କୁ ଅଜବ ଧରଣର କାର୍ଯ୍ୟ କରିବାକୁ ଦିଆଯାଇଥାଏ । ତେବେ ଜଣଙ୍କୁ ପ୍ରାଙ୍କ୍‌ କରିବା ବେଶ୍‌ ମହଙ୍ଗା ପଡିଛି । ବ୍ୟକ୍ତି ଜଣକ ମୃତ୍ୟୁ ମୁଖରୁ ବଞ୍ଚିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଇଜିପ୍ଟର ଜଣେ ବ୍ୟକ୍ତି ଫ୍ରାଙ୍କ୍‌ କରିବା ପାଇଁ ମୋବାଇଲ୍‌କୁ ଗିଳି ଦେଇଛନ୍ତି । ଅପରପକ୍ଷରେ ମୋବାଇଲ୍‌ ଗିଳିବା ପରେ ସେ ଡାକ୍ତରଙ୍କ ନିକଟକୁ ନ ଯାଇ ପ୍ରାକୃତିକ ଉପାୟରେ ଏହି ମୋବାଇଲ୍‌କୁ ପେଟରୁ ବାହାର କରିବା ପାଇଁ ଉପାୟ ଆପଣାଇଥିଲେ । ଏଥିରେ ଅସଫଳ ହେବା ପରେ ତାଙ୍କ ଅବସ୍ଥା ବେଶ୍‌ ସାଂଘାତିକ ହୋଇଥିଲଶ ।

ବ୍ୟକ୍ତିଜଣକ କୌତୁକ କରିବା ପାଇଁ ନିଜ ଲିମିଟ୍‌ କ୍ରସ୍‌ କରିଛନ୍ତି । ବ୍ୟକ୍ତିଜଣକ ନିଜ ବନ୍ଧୁମାନଙ୍କ ସହ ପ୍ରାଙ୍କ୍‌ କରୁଥିଲେ । ଏହି ସମୟରେ ସେ ତାଙ୍କ ପେଟ ଭିତରୁ ମୋବାଇଲ୍‌ରୁ ଶବ୍ଦ ଶୁଣାଇବାକୁ ଚାହୁଁଥିଲେ । ଏଥିପାଇଁ ସେ ମୋବାଇଲ୍‌କୁ ଗିଳି ଦେଇଥିଲେ।ଏହାପରେ ମୋବାଇଲ୍‌ଟି ତାଙ୍କ ପେଟରେ ଯାଇ ଅଟକି ଯାଇଥିଲା । ଏହାପରେ ସେ ଡାକ୍ତରଙ୍କ ନିକଟକୁ ଯାଇନଥିଲେ। ଘରୋଇ ଉପଚାର ଦ୍ବାରା ଏହାର ସମାଧାନ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଏଥିରେ ସେ ସଫଳ ହୋଇପାରିନଥିଲେ । ପ୍ରାୟ ସାତ ମାସ ଧରି ସେ ଏହି ଅସୁବିଧାର ସମ୍ମୁଖୀନ ହେଲେ । ପେଟରେ ଯନ୍ତ୍ରଣା ବଢିବା ପରେ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ଡାକ୍ତର ଏକଥା ଶୁଣି ଆଶ୍ଚର୍ଯ୍ୟ ହେବା ସହିତ ଅଲ୍‌ଟ୍ରାସାଉଣ୍ଡ୍‌ କରିଥିଲେ । ଅଲ୍‌ଟ୍ରାସାଉଣ୍ଡ ରିପୋର୍ଟରେ ପେଟରେ ମୋବାଇଲ୍‌ ଅଟକି ଥିବାର ଜାଣିବାକୁ ପାଇଥିଲେ । ଏହାପରେ ଡାକ୍ତର ସର୍ଜରୀ କରି ମୋବାଇଲ୍‌କୁ ପେଟରୁ ବାହାର କରିଥିଲେ । ତେବେ ବ୍ୟକ୍ତିଜଣକ ନିଜ ପରିଚୟ ଗୋପନ ରଖିବାକୁ ଅନୁରୋଧ କରିଥିଲେ । ବ୍ୟକ୍ତିଙ୍କ ପରିବାରଙ୍କୁ ଏହି ଘଟଣା ସମ୍ପର୍କରେ କିଛି ଜାଣିନଥିବାର ଜଣାପଡିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026
Latest News

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.