Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କୁଖ୍ୟାତ ଆତଙ୍କବାଦୀ ହାଫିଜ୍‌ ସଇଦ୍‌କୁ 10 ବର୍ଷ ଜେଲ୍‌ ଦଣ୍ଡ
ଅନ୍ତରାଷ୍ଟ୍ରୀୟ

କୁଖ୍ୟାତ ଆତଙ୍କବାଦୀ ହାଫିଜ୍‌ ସଇଦ୍‌କୁ 10 ବର୍ଷ ଜେଲ୍‌ ଦଣ୍ଡ

November 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଇସ୍‌ଲାମ୍‌ବାଦ୍‌ : କୁଖ୍ୟାତ ଆତଙ୍କବାଦୀ ହାଫିଜ୍‌ ସଇଦ୍‌କୁ 10 ବର୍ଷ ଜେଲ୍‌ ଦଣ୍ଡ ଆଦେଶ ମିଳିଛି । ମୁମ୍ବାଇ ଆତଙ୍କୀ ଆକ୍ରମଣର ଅଭିଯୁକ୍ତ ଓ ଆତଙ୍କବାଦୀଙ୍କ ପାଇଁ ଅର୍ଥ ଯୋଗାଡ କରିବା(ଟେରର୍‌ ଫଣ୍ଡ) ମାମଲାରେ ଆତଙ୍କବାଦୀ ହାଫିଜ୍‌ ସଇଦ୍‌କୁ ପାକିସ୍ତାନ  ଆତଙ୍କବାଦୀ ନିରୋଧୀ କୋର୍ଟ 10 ବର୍ଷ ଜେଲ୍‌ ଦଣ୍ଡ ଆଦେଶ ଦେଇଛି । ପାକିସ୍ତାନର ଆଣ୍ଟି ଟେରୋରିଜମ୍‌ କୋର୍ଟ ‘ଜମାତ୍‌-ଉଦ୍‌-ଦାବା’ ସଂଗଠନର ମୁଖ୍ୟ ହାଫିଜ ବିରୋଧରେ ଏହି ରାୟ ଦେଇଛନ୍ତି । ଗତ ବର୍ଷ ଜୁଲାଇ 17 ତାରିଖରେ ହାଫିଜ୍‌କୁ ଗିରଫ କରାଯାଇଥିଲା । ଏବେ ଲାହୋର୍‌ ଜେଲ୍‌ରେ ବନ୍ଦୀ ଭାବେ ରହିଛି ହାଫିଜ୍‌ । ଗତବର୍ଷ ଫେବ୍ରୁଆରୀରେ ଲାହୋର ଆଣ୍ଟି ଟେରୋରିଜମ୍‌ କୋର୍ଟ ଆତଙ୍କୀ କାର୍ଯ୍ୟକଳାପକୁ ସହାୟତା ଦେଉଥିବା ନେଇ 11 ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଥିଲେ । ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣ ମାମଲାରେ ହଫିଜ୍‌ ସଇଦ୍‌ ଭାରତର ଓ୍ଵାଣ୍ଟେଡ୍‌ ତାଲିକାରେ ରହିଛି ।

ସୂଚନାଯୋଗ୍ୟ ମୁମ୍ବାଇ ଆକ୍ରମଣରେ 10 ଜଣ ଆତଙ୍କବାଦୀ ମୁମ୍ବାଇରେ 166 ଜଣ ଲୋକଙ୍କୁ ହତ୍ୟା କରିଥିଲେ ଓ ଶତାଧିକ ଲୋକ ଏଥିରେ ଆହତ ହୋଇଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ 

June 6, 2026
Latest News

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.