Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ରୋମାନ୍ସ ପାର୍ଟି କରି ମଜା ନେଲେ ସାଂସଦ, ଏବେ ମିଳିଲା ସଜା
ଅନ୍ତରାଷ୍ଟ୍ରୀୟ

ରୋମାନ୍ସ ପାର୍ଟି କରି ମଜା ନେଲେ ସାଂସଦ, ଏବେ ମିଳିଲା ସଜା

December 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହଙ୍ଗେରୀ : ହଙ୍ଗେରୀର ୟୁରୋପିଆନ୍‌ ସାଂସଦ ଯୋଶେଫ୍‌ଙ୍କୁ ସେକ୍ସ ପାର୍ଟି କରି ମଜା କରିବା ବେଶ୍‌ ମହଙ୍ଗା ପଡିଛି ।  ବେଲ୍‌ଜିୟମ ରାଜଧାନୀ ବ୍ରୁସେଲ୍‌ରେ ହଙ୍ଗେରୀ ୟୁରୋପିୟନ୍‌ ଏମ୍‌ପି ଯୋଶେଫ ଜାଜେର ସେକ୍ସ ପାର୍ଟି କରୁଥିବାବେଳେ ଧରାପଡିଛନ୍ତି। ପ କରୋନା ଗାଇଡଲାଇନ୍‌ ଉଲଂଘନ କରୁଥିବା ଅଭିଯୋଗରେ ପୋଲିସ ଏହି ପାର୍ଟି ଉପରେ ଚଢାଉ କରିଥିଲା। ଯୋଶେଫ‌ ଏହି ଘଟଣା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। 59 ବର୍ଷୀୟ ଯୋଶେଫ୍‌ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କ ଦକ୍ଷିଣପନ୍ଥୀ ଫିଦେସ୍ (Fidesz) ପାର୍ଟିର ଫାଉଣ୍ଡିଙ୍ଗ୍‌ ମେମ୍ବର ଥିଲେ। ପୋଲିସ ସେକ୍ସ ପାର୍ଟି ଉପରେ ଚଢାଉବେଳେ ଯୋଶେଫ୍‌ ବାହାର କବାଟ ବାଟ ଦେଇ ତଳକୁ ଡେଇଁଥିଲେ। ସିଟି ସେଣ୍ଟରରେ ହେଉଥିବା ଏହି ପାର୍ଟିରେ ପୋଲିସ୍‌ 20ରୁ ଉର୍ଦ୍ଧ୍ବ ଲୋକଙ୍କୁ ଗିରଫ କରିଛି । ଏହି ପାର୍ଟିରେ  ୟୁରୋପିଆନ୍‌ ଡିପ୍ଲୋମେଟସ୍‌ ମଧ୍ୟ ସାମିଲ୍‌ ଥିଲେ । ସମସ୍ତଙ୍କ ଉପରେ ପ୍ରାୟ 23 ହଜାରଟଙ୍କାର ଜରିମାନା କରାଯାଇଛି । ତେବେ ଯୋଶେଫ୍‌ କରୋନା ଗାଇଡଲାଇନ୍‌ ଉଲ୍ଲଂଘନ କରିଥିବାରୁ କ୍ଷମା ମାଗିବା ସହିତ ସଜ୍ଜା ଭୋଗିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଯୋଶେଫ୍‌ 1990ରୁ 2002 ମସିହା ମଧ୍ୟରେ ହଙ୍ଗେରୀ ପାର୍ଲିଆମେଣ୍ଟ ପାଇଁ ସେ ଚାରିଥର  ନିର୍ବାଚିତ ହୋଇଛନ୍ତି । ସେହିପରି 2004 ମସିହାରେ ସେ  ୟୁରୋପର ସଂସଦ ପାଇଁ ନିର୍ବାଚିତ ହୋଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026

ଖେଲୋ ଇଣ୍ଡିଆ ଆଦିବାସୀ ପ୍ରତିଯୋଗିତାରେ ସଫଳତା ପାଇଁ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ

March 29, 2026

ଭୁବନେଶ୍ୱରରେ ନୂତନ ‘ସ୍କୋଡା କୁଶାକ୍’ର ସ୍ୱତନ୍ତ୍ର ପ୍ରଦର୍ଶନ

March 29, 2026

ପାଟଣାଗଡ଼ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

March 29, 2026
Latest News

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026

ଖେଲୋ ଇଣ୍ଡିଆ ଆଦିବାସୀ ପ୍ରତିଯୋଗିତାରେ ସଫଳତା ପାଇଁ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ

March 29, 2026

ଭୁବନେଶ୍ୱରରେ ନୂତନ ‘ସ୍କୋଡା କୁଶାକ୍’ର ସ୍ୱତନ୍ତ୍ର ପ୍ରଦର୍ଶନ

March 29, 2026

ପାଟଣାଗଡ଼ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

March 29, 2026

‘ଆର୍ଥ ଆୱାର’ ର ୨୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.