Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅଜବ ପ୍ରେମ : ରୀତିନୀତି ଅନୁସାରେ କଣ୍ଢେଇକୁ ବିବାହ କଲେ ଯୁବକ
ଅନ୍ତରାଷ୍ଟ୍ରୀୟ

ଅଜବ ପ୍ରେମ : ରୀତିନୀତି ଅନୁସାରେ କଣ୍ଢେଇକୁ ବିବାହ କଲେ ଯୁବକ

December 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କାଜାକାସ୍ତାନ : ପ୍ରେମ ସତରେ ଅନ୍ଧ ହୋଇଥାଏ । ନା ସେଠି ଦେଖାଯାଏ ଜାତି, ଧର୍ମ ନା ବୟସ । ମନୁଷ୍ୟ ପ୍ରେମ ପାଇଁ ସବୁ ବନ୍ଧନକୁ ବି କାଟିପକାଏ । କିନ୍ତୁ କାଜାକିସ୍ତାନରେ ଜଣେ ଯୁବକଙ୍କ ନିଆରା ପ୍ରେମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାଜ୍‌କାସ୍ତାନର ଜଣେ ଯୁବକ ଏକ ପ୍ଲାଷ୍ଟିକ୍‌ କଣ୍ଢେଇକୁ ଭଲ ପାଇବସିଲେ । ଏହାପରେ ଏହି କଣ୍ଢେଇକୁ ବିବାହ କରିଛନ୍ତି ଯୁବକ ଜଣକ । ତେବେ ଏହି ବିବାହ କୌଣସି ମଜାକ୍‌ରେ ହୋଇନଥିଲା ବରଂ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ବିବାହ କରାଯାଇଥିଲା ।

କାଜାକ୍‌ସ୍ତାନରେ ଜଣେ ଯୁବକଙ୍କ ଅଜବ ବାହାଘର ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଯୁବକ ଜଣକ ହେଉଛନ୍ତି ୟୁରି ଟୋଲଚୋକ୍‌ । ସେହିପରି ସେ ବିବାହ କରିଥିବା କଣ୍ଢେଇର ନାମ ମାର୍ଗୋ । ମର୍ଗୋ ଓ ୟୁରୀଙ୍କ ପ୍ରଥମ ଦେଖାସାକ୍ଷାତ ଡିସ୍କୋର ହୋଇଥିଲା । ୟୁରି ପ୍ରଥମ ଦେଖାରେ କଣ୍ଢେଇ ମର୍ଗୋଙ୍କୁ ନିଜ ହୃଦୟ ଦେଇ ବସିଥିଲେ । ମାର୍ଗୋ ହେଉଛି ଏକ ସିନ୍ଥେଟିକ୍‌ ସେକ୍ସ ଡଲ୍‌ । ୟୁରୀ ପ୍ରଥମେ ମାର୍ଗୋ ସହ ନିଜର ନିର୍ବନ୍ଧ କରାଇଥିଲେ । ଦୁହିଁଙ୍କର ରିଙ୍ଗ୍‌ ସେରିମନିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା । ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ୟୁରୀଙ୍କର ପାଗଳାମୀ ବହୁତ ଶୀଘ୍ର ବନ୍ଦ ହୋଇଯିବ ବୋଲି ଲୋକେ ଭାବିଥିଲେ । କିନ୍ତୁ ମାର୍ଗୋଙ୍କ ଯାଦୁ ୟୁରିଙ୍କ ଜୀବନରେ ଏମିତି ରହିଲା ଯେ ୟୁରୀ ନିର୍ବନ୍ଧ ପରେ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ମାର୍ଗୋଙ୍କ ସହ ବିବାହ କରିଥିଲେ । ମାର୍ଗୋଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ତାଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ୟୁରୀ । ତେବେ ତାଙ୍କ ବିବାହରେ 15ଜଣରୁ ଅଧିକ ଅତିଥି ଯୋଗ ଦେଇଥିଲେ । ୟୁରୀ ମାର୍ଗୋଙ୍କ ସହ ସାତ ଜନ୍ମ ପାଇଁ ଶପଥ ନେଇଥିଲେ । ମର୍ଗୋ ଓ ୟୁରୀଙ୍କ ବିବାହର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌  ଭାଇରାଲ୍‌ ହୋଇଛି ।ଦୁହେଁ ବିବାହ ପରେ ଖୁସିରେ ନାଚୁଥିବାର ମଧ୍ୟ ଦେଖାଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟ: ଅଷ୍ଟ୍ରେଲିଆକୁ ୧୭୬ ରନରେ ହରାଇ ହେଲା ନମ୍ବର-୧

October 31, 2026

ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଜେଲରୁ ମୁକୁଳିବା ମାତ୍ରେ ପୁଣି ଗିରଫ ହେଲେ ଆଜମ ଖାନ

October 31, 2026

ଋଷିକୁଲ୍ୟା ବନ୍ୟା ସ୍ଥିତି ସମୀକ୍ଷା: ବନ୍ଧ ପୁନରୁଦ୍ଧାର ପାଇଁ ସଚିବଙ୍କ ନିର୍ଦ୍ଦେଶ

October 31, 2026

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତାକାଲି ବାତ୍ୟାର ରୂପ ନେବାର ସମ୍ଭାବନା

October 31, 2026
Latest News

ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟ: ଅଷ୍ଟ୍ରେଲିଆକୁ ୧୭୬ ରନରେ ହରାଇ ହେଲା ନମ୍ବର-୧

October 31, 2026

ଏକତରଫା ପ୍ରେମର କରୁଣ ପରିଣତି: ଘର ଭିତରୁ କଲେଜ୍ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

October 31, 2026

ଲୌହ ମାନବଙ୍କ ୫୬୦ ରାଜ୍ୟକୁ ଏକ କଲେ, ଆମେ ସମୃଦ୍ଧ ଓଡ଼ିଶା ଗଢିବା: ଏକତା ଦିବସରେ ମୁଖ୍ୟମନ୍ତ୍ରୀ

October 31, 2026

ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଜେଲରୁ ମୁକୁଳିବା ମାତ୍ରେ ପୁଣି ଗିରଫ ହେଲେ ଆଜମ ଖାନ

October 31, 2026

ଋଷିକୁଲ୍ୟା ବନ୍ୟା ସ୍ଥିତି ସମୀକ୍ଷା: ବନ୍ଧ ପୁନରୁଦ୍ଧାର ପାଇଁ ସଚିବଙ୍କ ନିର୍ଦ୍ଦେଶ

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.