Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଦଳୀ ଖାଇବାକୁ ଯେମିତି, ଦେହ ପାଇଁ ମଧ୍ୟ ସେମିତି; ଜାଣନ୍ତୁ କଦଳୀରେ କେଉଁ ରୋଗ ଭଲ ହୁଏ
ଆଜିର ଖବର

କଦଳୀ ଖାଇବାକୁ ଯେମିତି, ଦେହ ପାଇଁ ମଧ୍ୟ ସେମିତି; ଜାଣନ୍ତୁ କଦଳୀରେ କେଉଁ ରୋଗ ଭଲ ହୁଏ

January 20, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
କଦଳୀ ଖାଇବାକୁ ଯେମିତି ଦେହ ପାଇଁ ମଧ୍ୟ ସେମିତି, ଜାଣନ୍ତୁ କଦଳୀରେ କେଉଁ ରୋଗ ଭଲ ହୁଏ

ନୂଆଦିଲ୍ଲୀ, କଦଳୀ ହେଉଛି ଏକ ଶୁଭ ଫଳ। ଏହାକୁ ବିଭିନ୍ନ ପୂଜାପାର୍ବଣରେ ବ୍ୟବହାର କରାଯାଇଥାଏ। ଏହାର ଗଛ ମଧ୍ୟ ପୂଜାରେ ବ୍ୟବହାର କରାଯାଏ। କଦଳୀ ଫଳ ଠାରୁ ଆରମ୍ଭ କରି ପତ୍ର ଏବଂ ଏହାର ମଞ୍ଜା ମଧ୍ୟ ବ୍ୟବହାର ହୁଏ। ତେବେ କଦଳୀ ଦ୍ବାରା ଅନେକ ରୋଗ ଭଲ ହୋଇଥାଏ। ଜାଣନ୍ତୁ  କଦଳୀ ଖାଇଲେ କେଉଁ ପ୍ରକାରର ଉପକାରରେ ଆସେ..

1-ପାଚିଲା କଦଳୀ ଡାଇରିଆ ଏବଂ ଆଜମା ରୋଗୀଙ୍କ ପାଇଁ ବେଶ ଉପାଦେୟ।

2-ଅଧାପାଚିଲା କଦଳୀ କୋଷ୍ଠକଦ୍ଧତା କ୍ଷେତ୍ରରେ ବେଶ ସହାୟକ ହୋଇଥାଏ

3-କଦଳୀ ଚକଟାରେ ଅଳ୍ପ ଲୁଣ ମିଶାଇ ଖାଇଲେ ଡିସେଣ୍ଟ୍ରି ରୋଗ ଭଲ ହୋଇଥାଏ

4-ଦୈନିକ ଗୋଟିଏ ପାଚିଲା କଦଳୀ ଖାଇବା ଦ୍ବାରା ଡାଇବେଟିସ, ହୃଦରୋଗ, ରକ୍ତଚାପ ନିୟନ୍ତ୍ରଣ ଭିତରେ ରହେ।

5-ଯଦି ଚର୍ମ ପୋଡିଯାଇ କଳା ଦେଖାଯାଉଥାଏ ବା ମଳିନ ପଡିଯାଏ ତେବେ କଦଳୀ ମଣ୍ଡ ସେହି ସ୍ଥାନରେ ପ୍ରତିଦିନ ଲଗାଇଲେ ତାହା ଭଲ ହୋଇଥାଏ

6-କଦଳୀ ଖାଇବା ଦ୍ବାରା ମୁଖ କର୍କଟ ଏବଂ ଫୁସଫୁସ କର୍କଟକୁ ରୋକିବାରେ ସାହାର୍ଯ୍ୟ କରିଥାଏ।

Banana for Health କଦଳୀ ଦେହ ପାଇଁ କଦଳୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅସହ୍ୟ ଗରମ : କଲବଲ କରୁଛି ଗୁଳୁଗୁଳି

May 23, 2026

ଅଂଶୁଘାତରେ ବନ କର୍ମଚାରୀଙ୍କ ମୃତ୍ୟୁ

May 23, 2026

ଶଳାକୁ ଭିଣେଇର ଛୁରା ମାଡ

May 23, 2026

ସାଂସ୍କୃତିକ ବିବିଧତାକୁ ଜଗତିକରଣ ପରିବେଶ ମଧ୍ୟରେ ପାଳନ କରିବା ଉଚିତ୍‌: ବିଶେଷଜ୍ଞ

May 23, 2026
Latest News

ଅସହ୍ୟ ଗରମ : କଲବଲ କରୁଛି ଗୁଳୁଗୁଳି

May 23, 2026

ଅଂଶୁଘାତରେ ବନ କର୍ମଚାରୀଙ୍କ ମୃତ୍ୟୁ

May 23, 2026

ଶଳାକୁ ଭିଣେଇର ଛୁରା ମାଡ

May 23, 2026

ସାଂସ୍କୃତିକ ବିବିଧତାକୁ ଜଗତିକରଣ ପରିବେଶ ମଧ୍ୟରେ ପାଳନ କରିବା ଉଚିତ୍‌: ବିଶେଷଜ୍ଞ

May 23, 2026

ଭାରତର ଦ୍ୱିତୀୟ ହସ୍ପିଟାଲ୍ ଭାବେ ସମ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଡିଜିସ୍କାନର ସ୍ଥାପନ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.