Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡୋମେନ ସାର୍ଟିଫାଏଡ ଟ୍ରେନର ପଦବୀ ପାଇଁ ଆବେଦନ ଆହ୍ୱାନ
ଆଜିର ଖବର

ଡୋମେନ ସାର୍ଟିଫାଏଡ ଟ୍ରେନର ପଦବୀ ପାଇଁ ଆବେଦନ ଆହ୍ୱାନ

December 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରାଳୟର ମହାନିର୍ଦ୍ଦେଶଙ୍କ ଅଧିନରେ ଭୁବନେଶ୍ୱର ଠାରେ ଥିବା ନେସନାଲ କ୍ୟାରିଅର ସର୍ଭିସ ସେଣ୍ଟର ଫର ଡିଫରେଣ୍ଟଲି ଆବଲେଡ (ଏନ୍‍ସିଏସ୍‍ସିଡିଏ) ପକ୍ଷରୁ ସେକ୍ଟର ସ୍କିଲ୍‍ କାଉନସିଲ ଫର ପିଡବ୍ଲ୍ୟୁଡିଏସ୍‍ (ଏସ୍‍ସିପିଡବ୍ଲ୍ୟୁଡିଏସ୍‍) ଦ୍ୱାରା ଅନୁମୋଦିତ ବିଭିନ୍ନ କୌଶଳ ବିକାଶ ତାଲିମ ପ୍ରଦାନ ପାଇଁ ଆଗ୍ରହୀ ଡୋମେନ ସାର୍ଟିଫାଏଡ ଟ୍ରେନରମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରିଛନ୍ତି। ଏହି ତାଲିମ ଓଡିଶା ସରକାରଙ୍କ ଏସ୍‍ଏସ୍‍ଇପିଡି ଏବଂ ଓଏସ୍‍ଡିଏଙ୍କ ମିଳିତ ସହଯୋଗରେ ଏନ୍‍ସିଏସ୍‍ସିଡିଏ ଠାରେ ପ୍ରଦାନ କରାଯିବ।

ତାଲିମ ପ୍ରଦାନ କରାଯିବାକୁ ଥିବା ବିଷୟଗୁଡିକ ମଧ୍ୟରେ ପୋଷାକପତ୍ର ତିଆରି, ବିୟୁଟି ଆଣ୍ଡ ୱେଲନେସ୍‍, ଇଲେକଟ୍ରୋନିକ୍ସ, ଏବଂ ଆଇଟି ଆଣ୍ଡ ଆଇଟିଇଏସ୍‍ ଆଦି ରହିଛି। ପୋଷାକପତ୍ର ପ୍ରସ୍ତୁତି ତାଲିମରେ ସିଲେଇ ମାଧ୍ୟମରେ ଆତ୍ମନିର୍ଭରଶୀଳତା, ବିୟୁଟି ଆଣ୍ଡ ୱେଲନେସ ତାଲିମରେ ସହାୟକ ବିୟୁଟି ଥେରାପିଷ୍ଟ, ଇଲେଟ୍ରୋନିକ୍ସ ତାଲିମରେ ମୋବାଇଲ୍‍ ଫୋନ୍‍ ହାର୍ଡୱେର ମରାମତି ଟେକ୍ନିସିଆନ ଏବଂ ଫିଲ୍ଡ ଟେକ୍ନିସିଆନ ଓ ଅନ୍ୟ ଘର  କରଣା ସାମଗ୍ର ମରାମତି ଆଦି ରହିଛି। ସେହିଭଳି ଆଇଟି ଆଣ୍ଡ ଆଇଟିଇଏସ୍‍ ତାଲିମରେ ଘରୋଇ ଡାଟା ଏଣ୍ଟ୍ରି ଅପରେଟର ରହିଛି।

ଏହି ପ୍ରଶିକ୍ଷକ ପଦବୀଗୁଡିକ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ସେମାନଙ୍କର ବାୟୋଡାଟା [email protected]  ରେ ବିଷୟ Application for Skill Training Instructor ଦର୍ଶାଇ ପଠାଇ ପାରିବେ କିମ୍ବା ୦୬୭୪-୨୩୫୨୩୧୭ରେ ଫୋନ୍‍ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୫-୧୨-୨୦୨୧ ତାରିଖ ରହିଛି।

ଭାରତ ସରକାର ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

WTC ପଏଣ୍ଟ ଟେବୁଲ: ଭାରତକୁ ପଛରେ ପକାଇଲା ବାଂଲାଦେଶ, ଅଷ୍ଟ୍ରେଲିଆକୁ ବଡ଼ କ୍ଷତି

August 16, 2026

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026

ବାଂଲାଦେଶର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ପରାସ୍ତ

August 16, 2026

ଅଜୟ ଦେବଗନ ଏବଂ ଶାହରୁଖ ଖାନଙ୍କୁ ନୋଟିସ ଜାରି: ତମାଖୁ ପ୍ରଚାର ପାଇଁ ସ୍ପଷ୍ଟୀକରଣ ମାଗିଲା ଏଫଡିଏ

August 16, 2026
Latest News

‘ବନ୍ଦେ ମାତରମ୍’ ପ୍ରତି ଅସମ୍ମାନ?: ସୋନିଆ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ଦାଖଲ କଲା ବିଜେପି

August 16, 2026

“ମୁଁ ଜଣେ ମାନସିକ ନକ୍ସଲ ହୋଇଥିବାରୁ ଗର୍ବିତ”: ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଲେ ଚିଦାମ୍ବରମ୍

August 16, 2026

WTC ପଏଣ୍ଟ ଟେବୁଲ: ଭାରତକୁ ପଛରେ ପକାଇଲା ବାଂଲାଦେଶ, ଅଷ୍ଟ୍ରେଲିଆକୁ ବଡ଼ କ୍ଷତି

August 16, 2026

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026

ଦିଲ୍ଲୀ ପଦଯାତ୍ରା ଘୋଷଣା କଲେ କୃଷକ ସଂଗଠନ: ବିଳମ୍ବିତ ରାତିରେ ସିଲ୍ ହେଲା ସୀମା

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.