Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାଣକ୍ୟ ନୀତି: ପ୍ରକୃତ ବନ୍ଧୁ ସେହିମାନେ, ଯେଉଁମାନେ ଏହି ଛଅଟି କ୍ଷେତ୍ରରେ ହୁଅନ୍ତି ଛିଡା
ଆଜିର ଖବର

ଚାଣକ୍ୟ ନୀତି: ପ୍ରକୃତ ବନ୍ଧୁ ସେହିମାନେ, ଯେଉଁମାନେ ଏହି ଛଅଟି କ୍ଷେତ୍ରରେ ହୁଅନ୍ତି ଛିଡା

February 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିନା ଯୁଦ୍ଧରେ ମଧ୍ୟ ଶତ୍ରୁକୁ କରିହେବ ପରାସ୍ତ: ଅନୁସରଣ କରନ୍ତୁ ଚାଣକ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ କଥା
ବିନା ଯୁଦ୍ଧରେ ମଧ୍ୟ ଶତ୍ରୁକୁ କରିହେବ ପରାସ୍ତ: ଅନୁସରଣ କରନ୍ତୁ ଚାଣକ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ କଥା

ଚାଣକ୍ୟ ନୀତି: ଆପଣଙ୍କ ଜୀବନରେ ପ୍ରକୃତ ବନ୍ଧୁର ବହୁ ଆବଶ୍ୟକତା ରହିଛି। ହେଲେ ପ୍ରକୃତ ବନ୍ଧୁ କିଏ, ସେମାନେ କିପରି ହେବା ଉଚିତ୍ ? ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ବିସ୍ତୁତ କଥା ବର୍ଣ୍ଣନା କରିଛନ୍ତି। ଚାଣକ୍ୟଙ୍କ ମତରେ ଛଅଟି କ୍ଷେତ୍ରରେ ଯେଉଁମାନେ ଆପଣଙ୍କ ପାଖରେ ଛିଡା ହେବେ ସେମାନେ ହେଉଛନ୍ତି ପ୍ରକୃତ ବନ୍ଧୁ।

ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଅସୁସ୍ଥତା ସମୟରେ, ଦୁଃଖ ଦୁର୍ଦ୍ଦିନ ସମୟରେ, ଖାଦ୍ୟାଭବ ସମୟରେ, ଶତ୍ରୁଙ୍କ ଦ୍ବାରା ବିପଦରେ ପଡିଥିବା ସମୟରେ, ସରକାରୀ କ୍ଷେତ୍ରରେ ଏବଂ ମଶାଣୀ ଭୂମିରେ ଯେ ରହିବ ସେମାନେ ହେଉଛନ୍ତି ପ୍ରକୃତ ବନ୍ଧୁ।

ଆପଣଙ୍କର ପ୍ରକୃତ ବନ୍ଧୁ ଆପଣଙ୍କର କିମ୍ବା ପରିବାରର କାହାର ଦେହ ଖରାପ ହେଲେ ସେମାନେ ସମସ୍ତ ସାହାର୍ଯ୍ୟ କରିବାକୁ ଆଗେଇ ଆସନ୍ତି। ଦୁଃଖ ସମୟରେ ଦୂରେଇ ନ ଯାଇ ପାଖେ ପାଖେ ରହି ମନୋବଳକୁ ବଢାଇବା ବ୍ୟକ୍ତି ପ୍ରକୃତ ବନ୍ଧୁ। ସେହିପରି ସରକାରୀ କାମ ଅର୍ଥାତ ମାଲିମକଦ୍ଦମା, ପୋଲିସ ଆଦି କାର୍ଯ୍ୟରେ ଯେ ସାହାର୍ଯ୍ୟ କରେ ସେ ପ୍ରକୃତ ବନ୍ଧୁ।

ପ୍ରକୃତ ବନ୍ଧୁ ହେଉଛନ୍ତି ସିଏ ଯିଏ କି ଦୁଃଖ ଦୁର୍ଦ୍ଦିନ ସହିତ ମଶାଣୀ ଭୂମିରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳେ। ଯଦି ପରିବାରର କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ ତେବେ ପ୍ରକୃତ ବନ୍ଧୁ ଆପଣଙ୍କ ପାଖେପାଖେ ରହି ଆପଣଙ୍କୁ ସାନ୍ତନ୍ବା ଦେବେ।

ସେଥିପାଇଁ ଚାଣକ୍ୟ କହିଛନ୍ତି-

ଆତୁରେ ବ୍ୟସନେ ପ୍ରାପ୍ତେ ଦୁର୍ଭିକ୍ଷେ ଶତ୍ରୁ ସଙ୍କଟେ । ରାଜଦ୍ବାରେ ଶ୍ବଶାନେ ଚ ଯସ୍ତିଷ୍ଠତି ସ ବାନ୍ଧବଃ ।।

ଆଚାର୍ଯ୍ୟ ଚାଣକ୍ୟ ଚାଣକ୍ୟ ନୀତି ପ୍ରକୃତ ବନ୍ଧୁ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଜ୍ଞା ନୃତ୍ୟାୟନର ୧୫ତମ ଗୁରୁଶ୍ରୀ ସମ୍ମାନ ଉତ୍ସବ, ଗୁରୁ ଭାଗୀରଥୀ ମହାପାତ୍ର ସମ୍ମାନିତ

August 12, 2026

ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ

August 12, 2026

ଟିମ୍ ଇଣ୍ଡିଆର ଖେଳାଳିଙ୍କ ଆହତ ପାଇଁ ଗୌତମ ଗମ୍ଭୀର ଦାୟୀ!: ପୂର୍ବତନ ଖେଳାଳିଙ୍କ ବଡ଼ ବିବୃତ୍ତି

August 12, 2026

ଗୋମୁତ୍ରରୁ ରୋଜଗାର: ୧୫ ଟି ଗାଁରେ ଏକ ଅନନ୍ୟ ପ୍ରକଳ୍ପ ଆରମ୍ଭ

August 12, 2026
Latest News

ପ୍ରଜ୍ଞା ନୃତ୍ୟାୟନର ୧୫ତମ ଗୁରୁଶ୍ରୀ ସମ୍ମାନ ଉତ୍ସବ, ଗୁରୁ ଭାଗୀରଥୀ ମହାପାତ୍ର ସମ୍ମାନିତ

August 12, 2026

କେନ୍ଦ୍ର ବିରୋଧରେ ୨ ଦିନରେ ୨ ଟି ପ୍ରସ୍ତାବ ପାରିତ କଲେ ମୁଖ୍ୟମନ୍ତ୍ରୀ ବିଜୟ: ସମର୍ଥନ କଲା DMK

August 12, 2026

ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ

August 12, 2026

ଟିମ୍ ଇଣ୍ଡିଆର ଖେଳାଳିଙ୍କ ଆହତ ପାଇଁ ଗୌତମ ଗମ୍ଭୀର ଦାୟୀ!: ପୂର୍ବତନ ଖେଳାଳିଙ୍କ ବଡ଼ ବିବୃତ୍ତି

August 12, 2026

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.