Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କରନ୍ତୁ ଏହି ୪ ଟି ପରିବର୍ତ୍ତନ, ଭାଗ୍ୟ ପୁଣି ଚମକିବ
ଆଜିର ଖବର

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କରନ୍ତୁ ଏହି ୪ ଟି ପରିବର୍ତ୍ତନ, ଭାଗ୍ୟ ପୁଣି ଚମକିବ

March 25, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଜିନିଷରୁ ଲୋକଙ୍କୁ ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତି ମିଳିଥାଏ। ଏହି ଶକ୍ତି ଲୋକଙ୍କ ସଫଳତା ଉପରେ ବହୁତ ପ୍ରଭାବ ପଡ଼ିପାରେ। ବହୁତ ସମୟରେ କଠିନ ପରିଶ୍ରମ କଲେ ମଧ୍ୟ ଅନେକ ଲୋକ ସଫଳ ହୋଇପାରନ୍ତି ନାହିଁ। ବାସ୍ତୁ ଦୋଷ କାରଣରୁ ଏଭଳି ହୋଇପାରେ। ଅଳ୍ପ କିଛି ପରିବର୍ତ୍ତନ କରି ଘରୁ ବାସ୍ତୁ ଦୋଷ ଦୂର କରାଯାଇପାରିବ।

୧- ଘରର ଏହି ଦିଗରେ ରଖନ୍ତୁ ମନ୍ଦିର:

ବାସ୍ତୁ ଶାସ୍ତ୍ରରେ କୁହା ଯାଇଛି କି, ଘର ମନ୍ଦିର ପାଇଁ ସବୁଠାରୁ ଭଲ ଦିଗ ହେଉଛି ଈଶାଣ କୋଣ। ଘରର ମନ୍ଦିର ଉତ୍ତର ଦିଗରେ ରହିବା ଉଚିତ। ଏହା ସହିତ ମନ୍ଦିରକୁ ଅଳ୍ପ ଉଚ୍ଚତାରେ ରଖିବା ଆବଶ୍ୟକ।

୨- ଘଣ୍ଟାର ଦିଗ:

ଘଣ୍ଟା ସବୁବେଳେ ଠିକ ସମୟ ଦେଖାଇଥାଏ । କିନ୍ତୁ ତାକୁ ଠିକ ଦିଗରେ ନରଖିଲେ ଘରର ଆର୍ଥିକ ସଙ୍କଟ ଦେଖାଯାଏ। ବାସ୍ତୁ ଅନୁସାରେ ଘଣ୍ଟାକୁ ଘରର ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ରହିବା ଉଚିତ ନୁହେଁ। ଆପଣ ଘଣ୍ଟାକୁ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇ ପାରିବେ।

୩- ତୁଲସୀ ଗଛ:

ତୁଲସୀ ଗଛ ବା ଚଉରା ହିନ୍ଦୁ ଧର୍ମ ପାଇଁ ମହତ୍ବପୂର୍ଣ୍ଣ ଅଟେ। ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି, ତୁଲସୀ ଗଛ ଘରର ଅଗଣାରେ ଲଗାଇବା ଦରକାର। ଏହାସହିତ ଯଦି ଏହା ଘରର ପୂର୍ବୋତ୍ତର କିମ୍ବା ଉତ୍ତର ଦିଗରେ ରହିଲେ ଶୁଭ ଅଟେ। ଏହା ଦ୍ଵାରା ଘରର ଆର୍ଥିକ ସଙ୍କଟ ଦୂର ହେବ ଏବଂ ଆର୍ଥିକ ସ୍ଥିତି ମଜବୁତ ହେବ।

୪- ଘର ପୋଛା ଲଗାଇବା ସମୟରେ ଏସବୁ ଉପରେ ଧ୍ୟାନ ରଖନ୍ତୁ:  

ବାସ୍ତୁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି କି, ଘରରେ ପୋଛା ଲଗାଇବା ସମୟରେ ସମୁଦ୍ର ଲବଣ ଢାଳି ପୋଛା ଲଗାନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଖୋଲିବାରେ ସମ୍ଭାବନା ଥାଏ।

ବାସ୍ତୁ ଶାସ୍ତ୍ର ଭାଗ୍ୟ ଚମକିବ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Latest News

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.