ଆରପାରିରେ ରହମାନ୍‌ଙ୍କ ମା’ କରିମା ବେଗମ୍‌

Published: Dec 28, 2020, 5:05 pm IST

ନୂଆଦିଲ୍ଲୀ: ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍ ରହମାନଙ୍କ ମା କରିମା ବେଗମ୍‌ଙ୍କ ଦେହାନ୍ତ ହୋଇଛି। ଏ ଆର୍‌ ରହମାନ୍‌ ତାଙ୍କ ମା’ଙ୍କ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। ରହମାନଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ତାଙ୍କ ମା’ଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗତ କିଛିଦିନ ହେବ ତାଙ୍କ ମା’ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ।

Related posts