ସଲମାନ ଖାନଙ୍କ ଟାୱାଲ ପିନ୍ଧା ଫଟୋ ହେଲା ଭାଇରାଲ, ପ୍ରଂଶସକଙ୍କ ପ୍ରତିକ୍ରିୟା

Published: Mar 6, 2021, 6:42 pm IST

ମୁମ୍ବାଇ, ଟାୱାଲ ପିନ୍ଧିଥିବା ଭାଇଜାନର ଚିତ୍ର ଭାଇରାଲ ହେବାରେ ଲାଗିଛି, ବଲିଉଡର ଭାଇଜାନ ଅର୍ଥାତ ସଲମାନ ଖାନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଚିତ୍ରରେ ସଲମାନ ଖାନ ତାଙ୍କ ଭଉଣୀ ଅର୍ପିତା ଖାନଙ୍କ ସହ ଛିଡା ହୋଇଛନ୍ତି। ବଡ କଥା ହେଉଛି ସଲମାନ  ଏହି ଥ୍ରୋବ୍ୟାକ୍ ଚିତ୍ରକୁ ତାଙ୍କ ପ୍ରିୟ ଭଉଣୀ ଅର୍ପିତା ଖାନ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି।

 

Related posts