Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୁବ ଶିଘ୍ର ଓଡିଆ ସହ ଦଶଟି ଭାଷାରେ ମୁକ୍ତିଲାଭ କରିବ ଆକସନ ମୁଭି ‘ପୁଷ୍ପା’
ଆଜିର ଖବର

ଖୁବ ଶିଘ୍ର ଓଡିଆ ସହ ଦଶଟି ଭାଷାରେ ମୁକ୍ତିଲାଭ କରିବ ଆକସନ ମୁଭି ‘ପୁଷ୍ପା’

July 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଖୁବ ଶିଘ୍ର ଓଡିଆ ସହ ଦଶଟି ଭାଷାରେ ମୁକ୍ତିଲାଭ କରିବ ଆକସନ ମୁଭି 'ପୁଷ୍ପା'

ନୂଆଦିଲ୍ଲୀ: ସାରା ଭାରତରେ ଚହଳ ପକାଇଥିବା ଅଲି ଅର୍ଜ୍ଜୁନଙ୍କ ପୁଷ୍ପା ଚଳଚିତ୍ର ବର୍ତ୍ତମାନ ଦେଶ ବିଦେଶର ଦଶଟି ଭାଷାରେ ମୁକ୍ତିଲାଭ କରିବ। ଏ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥି ମଧ୍ୟରେ ଓଡିଆ ଭାଷା ମଧ୍ୟ ରହିଛି ବୋଲି ଜଣାପଡିଛି। ଫଳରେ ଓଡିଶା ସିନେମା ପ୍ରେକ୍ଷାଳୟରେ ଖୁବ ଶିଘ୍ର ଓଡିଆ ପୁଷ୍ପା ପ୍ରଦର୍ଶିତ ହେବ।

ଖବର ଅନୁସାରେ ପ୍ରଯୋଜନା ସଂସ୍ଥା ଏହି ଚଳଚିତ୍ରର ଲୋକପ୍ରିୟତା ତଥା ବ୍ୟବସାୟକୁ ଦେଖି ଏହି ପଦକ୍ଷେପ ନେଇଛି। ଯେଉଁ ଭାଷାରେ ଏହି ଚଳଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି ସେଗୁଡିକ ହେଲା ଓଡିଆ, ବଙ୍ଗଳା, ତେଲୁଗୁ, ମରାଠୀ, ଭୋଜପୁରୀ, ତାମିଲ ଏବଂ ନେପାଳୀ ପ୍ରମୁଖ ଭାଷା।

ପୁଷ୍ପା'
Share. Facebook Twitter LinkedIn Email WhatsApp Copy Link

Related Posts

ହୋଲି ପୂର୍ବରୁ ପାଳନ ହୁଏ ହୋଲିକା ଦହନ ଉତ୍ସବ: ଜାଣନ୍ତୁ କାହିଁକି ଏହା କରାଯାଏ?

March 3, 2026

ଦୋଳ ଉତ୍ସବ ଓ ଶ୍ରୀଚୈତନ୍ୟ

March 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ରେ ସରକାର, ଷ୍ଟାର୍ଟଅପ୍ ଏବଂ କ୍ରିଏଟରମାନଙ୍କ ସମ୍ମିଳନୀ

March 3, 2026

ଆଜି ମାର୍ଚ୍ଚ ୩ ତାରିଖ ମଙ୍ଗଳବାର ଦିନ ଛଅଟି ରାଶିର ବ୍ୟକ୍ତିମାନେ ହେବେ ଧନବାନ୍, ଜାଣନ୍ତୁ ରାଶିଫଳ

March 3, 2026
Latest News

ହୋଲି ପୂର୍ବରୁ ପାଳନ ହୁଏ ହୋଲିକା ଦହନ ଉତ୍ସବ: ଜାଣନ୍ତୁ କାହିଁକି ଏହା କରାଯାଏ?

March 3, 2026

ଦୋଳ ଉତ୍ସବ ଓ ଶ୍ରୀଚୈତନ୍ୟ

March 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ରେ ସରକାର, ଷ୍ଟାର୍ଟଅପ୍ ଏବଂ କ୍ରିଏଟରମାନଙ୍କ ସମ୍ମିଳନୀ

March 3, 2026

ଆଜି ମାର୍ଚ୍ଚ ୩ ତାରିଖ ମଙ୍ଗଳବାର ଦିନ ଛଅଟି ରାଶିର ବ୍ୟକ୍ତିମାନେ ହେବେ ଧନବାନ୍, ଜାଣନ୍ତୁ ରାଶିଫଳ

March 3, 2026

ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ: ଏଥର ଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.