Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୧ ଦିନରେ ପହଞ୍ଚିଲା ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ନୀରବ ପଦଯାତ୍ରା 
ଆଜିର ଖବର

୧୧ ଦିନରେ ପହଞ୍ଚିଲା ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ନୀରବ ପଦଯାତ୍ରା 

October 30, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଓଲିଉଡ଼ ପ୍ରଯୋଜକଙ୍କ ନୀରବ ପଦଯାତ୍ରା ଆଜି ୧୧ ଦିନରେ ପହଞ୍ଚିଥିବା ବେଳେ ଆଜି ସିନେ କଳାକାରଙ୍କ ବ୍ୟତୀତ ସିନେପ୍ରେମୀ ଦର୍ଶକଙ୍କର ସହଯୋଗ ମଧ୍ୟ ବଢିବାରେ ଲାଗିଛି। କିଛି ପ୍ରଯୋଜକ ଅଣଓଡ଼ିଆ ସିନେମାକୁ କପି କରି ସିନେମା ନିର୍ମାଣ କରି ଓଲିଉଡ଼ ର ଅସ୍ଥିତ୍ୱ ନଷ୍ଟ କରୁଛନ୍ତି, ଏହାର ଏକମାତ୍ର କାରଣ। ଓଡ଼ିଆ ଘରର ସତ୍ୟ ଓ ମୌଳିକ କାହାଣୀକୁ ବାଦ୍ ଦେଇ ଏକ କପିପେଷ୍ଟ ସିନେମା କରି ବାଃ ବାଃ ନେବାକୁ ଅନେକ ଚେଷ୍ଟା କରୁଥିଲେ, ଯାହା ଫଳରେ ଦର୍ଶକ ପ୍ରେକ୍ଷାଳୟ ବିମୁଖ ହେଉଛନ୍ତି।

ଆମ ଦୈନନ୍ଦିନ ଜୀବନରେ ଘଟୁଥିବା ସତ୍ୟ ଓ ମୌଳିକ ଘଟଣାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ନୀରବ ପଦଯାତ୍ରାରେ ସାମିଲ ହୋଇ ପୁରୁଣା ଦିନକୁ ଫେରେଇ ଆଣିବାର ସହଯୋଗ କରୁଛନ୍ତି।

ଆଜିର ପଦଯାତ୍ରାରେ ପ୍ରଯୋଜକ ଶ୍ରୀଧର ମାର୍ଥା, ସଚ୍ଚିକାନ୍ତ ଜେନା, ସଞ୍ଜୟ ପାତ୍ର, ନିର୍ଦ୍ଦେଶକ ବିନି ପଟ୍ଟନାୟକ, ବାବୁ ବାବୁ, ସାମ୍ବାଦିକ ଗୁରୁପଦ ନାଥ, ସୁପ୍ରଭା ପଟ୍ଟନାୟକ, ଗୁରୁ ଗୋବିନ୍ଦ ଚାନ୍ଦ, ଗୀତିକାର ତଥା ସଂଳାପକାର ନିର୍ମଳ ନାୟକ, ଓଲିଉଡ୍ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଯୋଗ ଦେଇଥିଲେ।

ଆଗାମୀ ଦିନରେ ମାତ୍ରାଧିକ ସିନେପ୍ରେମୀ ଓଡ଼ିଆ ସିନେ ଶିଳ୍ପ ବଞ୍ଚାଅ ଅଭିଯାନ ନୀରବ ପଦଯାତ୍ରାରେ ଯୋଗ ଦେଇ ସାଫଲ୍ୟ କରିବେ ବୋଲି ଶ୍ରୀ ଜେଠୀ ସୂଚନା ଦେଇଥିଲେ।

ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା ଓଲିଉଡ଼ ପ୍ରଯୋଜକ ନୀରବ ପଦଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.