Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚର୍ଚ୍ଚାରେ କରୀନା ଓ କାର୍ତ୍ତିକଙ୍କ ରୟାଲ୍‌ ଲୁକ୍‌
ଆଜିର ଖବର

ଚର୍ଚ୍ଚାରେ କରୀନା ଓ କାର୍ତ୍ତିକଙ୍କ ରୟାଲ୍‌ ଲୁକ୍‌

February 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହାଇଦ୍ରାବାଦ: କରୀନା କପୁର୍‌ ଖାନ୍‌ ଓ କାର୍ତ୍ତିକ ଆର୍ଯ୍ୟନ୍‌ ନିକଟରେ ଡିଜାଇନ୍‌ର ମନୀଷ୍‌ ମାଲହୋତ୍ରାଙ୍କ ପାଇଁ ରାମ୍ପ୍‌ ଓ୍ବାର୍କ କରିଛନ୍ତି । ହ୍ବାଇଟ୍‌ ଓ ସିଲିଭର୍‌ ଆଉଟଫିଟ୍‌ରେ ଦୁଇଜଣଙ୍କ ରୟାଲ୍‌ ଲୁକ୍‌କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଲାଗିଛି । ଏହି ଶୋ’ଟି ହାଇଦ୍ରାବାଦଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମନୀଷ୍‌ ମାଲହୋତ୍ରା ସମର ଓ୍ବେଡିଂ କଲକେସନ୍‌ 2020କୁ ପ୍ରେଜେଣ୍ଟ କରିଥିଲେ । ମନୀଷ୍‌ଙ୍କ ଶିମରୀ ଟ୍ରାଡିସନାଲ୍‌ ଡ୍ରେସ୍‌ କରୀନା ଓ କାର୍ତ୍ତିକ ବେଶ୍‌ ସୁନ୍ଦର ଲାଗୁଥିଲେ । ଏହି ଶୋ’ରେ କରୀନା କପୁର୍‌ ମନୀଷ୍‌ ମାଲହୋତ୍ରାଙ୍କ ଶୋ’ ଟପ୍ପର ରହିଥିଲେ। କରୀନାଙ୍କ ରୟାଲ୍‌ ଲୁକ୍‌ ସାଙ୍ଗକୁ ନୂଆ ହେୟାର ଷ୍ଟାଇଲ୍‌ କରୀନାଙ୍କୁ ବେଶ୍‌ ଆକର୍ଷଣୀୟା କରିଥିଲା । ସେହିପରି କାର୍ତ୍ତିକ ହ୍ବାଇଟ୍‌ କୁର୍ତ୍ତା ଓ ପାଇଜାମାରେ ବହୁତ ହ୍ୟାଣ୍ଡସମ୍‌ ଲାଗୁଥିଲେ। ରାମ୍ପ୍‌ରେ ଦୁହିଁଙ୍କର ଭିନ୍ନ ଭିନ୍ନ ପୋଜ୍‌ର ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ତେବେ ଦୁହେଁ ପୂର୍ବରୁ ମଧ୍ୟ ମନୀଷ୍‌ ମାଲହୋତ୍ରାଙ୍କ ପାଇଁ ରାମ୍ପ ଓ୍ବାର୍କ କରିସାରିଛନ୍ତି ।

Kareena Kapoor Khan KartikAaryan Manish Malhotra
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026
Latest News

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.