Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଦାକୁ ଆସିଲା ଅନୁଭବଙ୍କର ବର୍ଷାଙ୍କୁ ଲେଖିଥିବା ଭାବପୂର୍ଣ୍ଣ ଇ-ମେଲ, ବର୍ଷା ମଧ୍ୟ ଦେଇଥିଲେ ଜବାବ
ବିଶେଷ ଖବର

ପଦାକୁ ଆସିଲା ଅନୁଭବଙ୍କର ବର୍ଷାଙ୍କୁ ଲେଖିଥିବା ଭାବପୂର୍ଣ୍ଣ ଇ-ମେଲ, ବର୍ଷା ମଧ୍ୟ ଦେଇଥିଲେ ଜବାବ

September 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଟକ, ଦିନକୁ ଦିନ ଅନୁଭବ ବର୍ଷା ମଧ୍ୟରେ ଚାଲିଥିବା ବିବାଦର ନୂଆ ଖିଅ ବାହାରିବାରେ ଲାଗିଛି। ଏହିପରି ପରିସ୍ଥିତିରେ ବର୍ତ୍ତମାନ ପଦାକୁ ଆସିଛି ଅନୁଭବ ମହାନ୍ତି ବର୍ଷାଙ୍କ ପାଖକୁ ଲେଖିଥିବା ଏକ ଭାବପୂର୍ଣ୍ଣ ଇ-ମେଲ। ଗତ ମେ 8 ତାରିଖରେ ଅନୁଭବ ବର୍ଷାଙ୍କ ପାଖକୁ ଏହି ମେଲ ପଠାଇଥିଲେ। ପାଞ୍ଚ ପୃଷ୍ଠାର ଏହି ମେଲରେ ଅନୁଭବ ତାଙ୍କର ବିଗତ ଦିନରେ ବର୍ଷା ସହିତ କିପରି ସଂପର୍କ ଗଢି ଉଠିଲା ସେ ସଂପର୍କରେ ଅବଗତ କରାଇଛନ୍ତି।

ଏଥିରେ ଅନୁଭବ କେବେ ବର୍ଷାଙ୍କୁ ଦେଖିଲେ, ବର୍ଷା କିପରି ତାଙ୍କୁ ଡାକି ନେଇ ତାଙ୍କ ଘର ବୁଲାଇ ଦେଖାଇଲେ ଏବଂ ପରେ କିପରି ଏକାଠି ସିନେମା କଲେ ତାହା ଉଲ୍ଲେଖ କରିଛନ୍ତି।ସେହିପରି କେଉଁ କେଉଁ ସିନେମାରେ ସେମାନେ ଏକାଠି କାମ କରିବା ପରେ ବାହା ହେଲା ତାହା ମଧ୍ୟ ଲେଖିଛନ୍ତି। ତେବେ ବାହାଘର ପରେ ବର୍ଷା ଶାରୀରିକ ସଂପର୍କ ରଖିବା ପାଇଁ ମନା କରିଥିଲେ ବୋଲି କହିଛନ୍ତି। ତେବେ ଏଥିପାଇଁ ସେ କେତୋଟି ଦିନ ମାଗିଥିଲେ, ହେଲେ ଦିନ ପରେ ଦିନ ବିତିଯାଇଥିଲେ ମଧ୍ୟ ତାହା ସମ୍ଭବ ହେଲା ନାହିଁ ବୋଲି ଅନୁଭବ ଲେଖିଛନ୍ତି।

ସେହିପରି ଦିଲ୍ଲୀ ଘର ପୂଜା ପାଇଁ ମେ 8 ତାରିଖରେ ଟିକେଟ କରାଯାଇଥିଲେ ମଧ୍ୟ ସେ ଗଲେ ନାହିଁ ବୋଲି କହିଛନ୍ତି। ମଦ ପିଇବା ବିଷୟରେ ମଧ୍ୟ ଅନୁଭବ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ସବୁବେଳ ମଦ ପିଏ ନାହିଁ। କେବଳ ଶୋଇବା ପାଇଁ ମଦ ପିଏ ବୋଲି ଅନୁଭବ କହିଛନ୍ତି।

ଶେଷରେ ଅନୁଭବ ବର୍ଷାଙ୍କୁ ଦୁଇ ପଦ ଲେଖିଛନ୍ତି। ତାହା ହେଲା ଯେ, ତୁମେ ମୋତେ ଛାଡି ଭଲରେ ରୁହ, ସାଇ ବାବା ତୁମର ମଙ୍ଗଳ କରନ୍ତୁ।

ତେବେ ସେହି ମେଲର ଜବାବ ବର୍ଷା ମଧ୍ୟ ଦେଇଛନ୍ତି। ସେ ଲେଖିଥିଲେ ଯେ, ମୋ ଜୀବନ ସହିତ ତୁମେ ବହୁତ ଖେଳ ଖେଳିଛ। ତୁମର ପରକୀୟା ପ୍ରତି ଏବଂ ମଦ ପିଇବା ହିଁ ମୋତେ ହନ୍ତସନ୍ତ କରିଦେଲା। ତୁମର ଶାରୀରିକ ସଂପର୍କ ରଖିବାର ଯଦି ଅଛି ମୋତେ କାହିଁକି କଲବଲ କରୁଛ ବୋଲି ବର୍ଷା ଉଲ୍ଲେଖ କରିଛନ୍ତି।

ଶେଷରେ ବର୍ଷା ମଧ୍ୟ ଲେଖିଛନ୍ତି ଯେ, ଏହି ବାହାଘରକୁ ଅତୁଟ ରଖିବା ପାଇଁ ମୁଁ ଶେଷ ପର୍ଯ୍ୟନ୍ତ ଚେଷ୍ଠା କରିବି।

anubhabamohanty ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି

July 12, 2026

୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ

July 12, 2026

“ଆମ ଦଳକୁ ବିଭାଜିତ କରିବାକୁ ଚେଷ୍ଟା, ବିଧାୟକଙ୍କୁ ୩୦ କୋଟି ଅଫର”: ଓମାର ଅବଦୁଲ୍ଲାଙ୍କ ଦାବି

July 11, 2026
Latest News

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026

ଅତିରିକ୍ତ ସମୟରେ ଆର୍ଜେଣ୍ଟିନାର ଦମଦାର ବିଜୟ: ସେମିଫାଇନାଲରେ ପହଞ୍ଚିଲା ମେସିଙ୍କ ଦଳ 

July 12, 2026

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ଶ୍ରେଷ୍ଠତା ସଂପର୍କରେ ଜାଣିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ବତାଇଛନ୍ତି ପାଞ୍ଚୋଟି ପ୍ରସଂଗ

July 12, 2026

ସରକାରଙ୍କ ବିଭିନ୍ନ ସଫଳତାର ଗାଥାକୁ ନେଇ ପ୍ରକାଶିତ ଦୁଇଟି ବିଶେଷ ପୁସ୍ତକ ବାଣ୍ଟିଲେ ଉପ ମୁଖ୍ୟମନ୍ତ୍ରୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.