Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସନ୍ତାକାଲି ହେବ ବିଧାନସଭା ଭୋଟ ଗଣତି, ସକାଳ ୬ ଟାରୁ ହେବ ଆରମ୍ଭ
ଜାତୀୟ ଖବର

ଆସନ୍ତାକାଲି ହେବ ବିଧାନସଭା ଭୋଟ ଗଣତି, ସକାଳ ୬ ଟାରୁ ହେବ ଆରମ୍ଭ

June 1, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲି ହେବ ବିଧାନସଭା ଭୋଟ ଗଣତି, ସକାଳ ୬ ଟାରୁ ହେବ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତାକାଲି ବିଧାନସଭା ଆସନର ହେବ ଭୋଟ ଗଣତି। ଆସନ୍ତାକାଲି ରବିବାରରେ ସକାଳ ୬ ଟାରୁ ଗଣତି ଆରମ୍ଭ ହେବ। ତେବେ ଏହି ଗଣତି କେବଳ ଅରୁଣାଚଳ ପ୍ରଦେଶ ଓ ସିକିମରେ କରାଯିବ। ହେଲେ ଓଡିଶା ଓ ଆନ୍ଧ୍ରପ୍ରଦେଶ ବିଧାନସଭା ଭୋଟ ଗଣତି ଲୋକସଭା ସହିତ ଜୁନ ୪ ତାରିଖରେ କରାଯିବ।

ଅରୁଣାଚଳ ପ୍ରଦେଶ ବିଧାନସଭାର ମୋଟ ୬୦ଟି ଆସନରୁ ୫୦ଟିରେ ଭୋଟ ଗଣତି କରାଯିବ। କାରଣ ସେଠାରେ ୧୦ଟି ଆସନରେ ବିଜେପି ନିଦ୍ବନ୍ଦରେ ନିର୍ବାଚିତ ହୋଇସାରିଛନ୍ତି। ଫଳରେ ବାକି ଆସନରେ ରବିବାରରେ ଗଣତି କରାଯିବ। ଅରୁଣାଚଳ ପ୍ରଦେଶରେ ଗତ ଏପ୍ରିଲ ୧୯ ତାରିଖରେ ନିର୍ବାଚନ କରାଯାଇଥିଲା।

ସେହିପରି ସିକିମ ବିଧାନସଭାରେ ଥିବା ୩୨ ଟି ଆସନ ଭୋଟ ଗଣତି ମଧ୍ୟ ଆସନ୍ତାକାଲି ରବିବାରରେ କରାଯିବ। ଏଠାରେ ଗତ ଏପ୍ରିଲ ୧୯ ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା।

Vote Counting ଭୋଟ ଗଣତି ସିକିମ
Share. Facebook Twitter LinkedIn Email WhatsApp Copy Link

Related Posts

Cyclone News: ବଙ୍ଗୋପସାଗରରେ ସୃଷ୍ଟି ହେଲା ସଦୃଶ୍ୟ ଲଘୁଚାପ, ସୋମବାରେ ବାତ୍ୟା….

October 24, 2026

ଚିନ୍ମୟ ମିଶନର ଆଧ୍ୟାତ୍ମିକ ଯାତ୍ରାରୁ ବିକଶିତ ଭାରତର ସଂକଳ୍ପ, ଯୁବଶକ୍ତିକୁ ନେଇ ମୋଦୀଙ୍କ ବଡ଼ ଆହ୍ୱାନ

October 24, 2026

୧୧ ମାସର ଶିଶୁକୁ ମିଳିଲାନି କ୍ଷୀର, ସିଙ୍ଗାପୁର ଏୟାରଲାଇନ୍ସକୁ ₹୫୦ ହଜାର କ୍ଷତିପୂରଣ ନିର୍ଦ୍ଦେଶ

October 24, 2026

ତାମିଲନାଡୁରେ SIR ଝଡ଼: ବୈଠକରୁ ଓହରିଲେ TVK-DMK, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ତେଜିଲା ରାଜନୀତି!

October 24, 2026
Latest News

୧୬ ଜିଲ୍ଲାକୁ ସତର୍କ ସୂଚନା: ବାତ୍ୟା ଆଶଙ୍କାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

October 24, 2026

Cyclone News: ବଙ୍ଗୋପସାଗରରେ ସୃଷ୍ଟି ହେଲା ସଦୃଶ୍ୟ ଲଘୁଚାପ, ସୋମବାରେ ବାତ୍ୟା….

October 24, 2026

ବାତ୍ୟା ଆଶଙ୍କା: ଘୁଞ୍ଚିଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

October 24, 2026

ଅକ୍ଟୋବର ୨୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

October 24, 2026

ଖୋର୍ଦ୍ଧାକୁ ଶିଶୁ ଶ୍ରମମୁକ୍ତ କରିବାକୁ ପ୍ରୟାସ, ଗାଁରୁ ବଜାର ଯାଏଁ ସଚେତନତା

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.