ତ୍ରିକୋଣାସନ ଉପରେ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

Published: Jun 15, 2024, 7:30 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିକୋଣାସନ କିମ୍ବା ତ୍ରିକୋଣ ସ୍ଥିତି ଉପରେ ଏକ ଭିଡିଓ କ୍ଲିପ ଶେୟାର କରିବା ସହ ଶରୀରର ଉପର ଭାଗର ସ୍ଥିତିରେ ପରିବର୍ତ୍ତନ ଆଣିବା ଏବଂ ଏକାଗ୍ରତାର ଉନ୍ନତି ପାଇଁ ଏହାକୁ ଅଭ୍ୟାସ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

ଅନ୍ତର୍ଜାତୀୟ ଯୋଗ ଦିବସର ୧୦ମ ସଂସ୍କରଣ ପୂର୍ବରୁ ଶେୟାର କରାଯାଇଥିବା ଏହି ଭିଡିଓରେ ଛିଡା ହୋଇ ସ୍ଥିର ସ୍ଥିତିରେ ପ୍ରଦର୍ଶନ କରିବାର ପଦକ୍ଷେପ ଉପରେ ମଧ୍ୟ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ:

“କାନ୍ଧ, ପିଠିକୁ ମଜଭୁତ କରିବା ଏବଂ ଏକାଗ୍ରତାକୁ ଉନ୍ନତ କରିବା ପାଇଁ ତ୍ରିକୋଣାସନ ଅଭ୍ୟାସ କର।”

https://x.com/narendramodi/status/1801475435835932975

https://x.com/narendramodi/status/1801475435835932975?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1801475435835932975%7Ctwgr%5E26e90b1dc5cb4b7cbef2703337b78e62ba01ed76%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2025239

Related posts