Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କାନାଡାରେ ହିନ୍ଦୁ ମନ୍ଦିର ଆକ୍ରମଣ ମାମଲା: ଜେଲରୁ ମୁକୁଳିଲା ଖାଲିସ୍ତାନୀ ସମର୍ଥକ ଇନ୍ଦରଜିତ, ତ୍ରିରଙ୍ଗାକୁ କଲା ଅସମ୍ମାନ
ଜାତୀୟ ଖବର

କାନାଡାରେ ହିନ୍ଦୁ ମନ୍ଦିର ଆକ୍ରମଣ ମାମଲା: ଜେଲରୁ ମୁକୁଳିଲା ଖାଲିସ୍ତାନୀ ସମର୍ଥକ ଇନ୍ଦରଜିତ, ତ୍ରିରଙ୍ଗାକୁ କଲା ଅସମ୍ମାନ

November 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବ୍ରମ୍ପଟନ୍ ମନ୍ଦିର ଆକ୍ରମଣ ମାମଲାରେ କାନାଡା ପୋଲିସ୍ ଦ୍ଵାରା ଗିରଫ ହୋଇଥିବା ଖାଲିସ୍ତାନୀ କାର୍ଯ୍ୟକର୍ତ୍ତା ଇନ୍ଦରଜିତ ଗୋସାଲଙ୍କୁ ମୁକ୍ତ କରାଯାଇଛି। ଏହି ଘଟଣାରେ କାନାଡାର ପିଲ ଆଞ୍ଚଳିକ ପୋଲିସ ନଭେମ୍ବର ୩ ତାରିଖରେ ପଞ୍ଚମ ଥର ପାଇଁ ଗିରଫ କରିଥିଲା।

ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଇନ୍ଦରଜିତ ଗୋସାଲ। ସେ ‘କାନାଡାର SFJ ର ସଂଯୋଜକ’ ବୋଲି ଜଣାଯାଇଛି। SFJ ଅର୍ଥାତ ଶିଖ୍ ଫର ଜଷ୍ଟିସ୍ ହେଉଛି ଏକ ଆତଙ୍କବାଦୀ ସଂଗଠନ ଯାହା ଭାରତରେ ନୂଆ ଖାଲିସ୍ତାନ ଦେଶ କରିବା ପାଇଁ ଆନ୍ଦୋଳନ ଜାରୀ ରଖିଛନ୍ତି।

ତେବେ ପୋଲିସର ସୂଚନା ଅନୁଯାୟୀ ତାଙ୍କୁ କିଛି ସର୍ତ୍ତରେ ମୁକ୍ତ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ସେ ବ୍ରମ୍ପଟନ୍‌ର ଅନଟାରିଓ କୋର୍ଟରେ ହାଜର ହେବେ।

Inderjeet Gosal, the coordinator for SFJ in Canada, has been arrested in connection with the protest and acts of violence that occurred outside the Hindu temple in Brampton. pic.twitter.com/UXaiBuq12U

— Āryā_Anvikṣā 🪷 (@Arya_Anviksha_) November 9, 2024

ସୋସିଆଲ ମିଡିଆରେ ତାଙ୍କର ଏକ ଚିତ୍ର ଏବେ ଭାଇରାଲ ହୋଇଛି। ଯେଉଁଠାରେ ସେ ଏକ ଇଭେଣ୍ଟରେ ଖାଲିସ୍ତାନୀ ପତାକା ଧରି  ଭାରତୀୟ ତ୍ରିରଙ୍ଗା ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।

ଖାଲିସ୍ତାନୀ ପତାକା ଧରିଥିବା ବିକ୍ଷୋଭକାରୀମାନେ ହିନ୍ଦୁ ସଭା ମନ୍ଦିରରେ ଭକ୍ତଙ୍କୁ ମାଡ଼ ମାରିଥିଲେ ଏବଂ ନଭେମ୍ବର ୩ ତାରିଖରେ ଅନଟାରିଓର ଗ୍ରେଟର ଟରୋଣ୍ଟୋ ଅଞ୍ଚଳର ବ୍ରମ୍ପଟନ୍ ଠାରେ ମନ୍ଦିର କର୍ତ୍ତୃପକ୍ଷ ଏବଂ ଭାରତୀୟ ଦୂତାବାସ ଦ୍ୱାରା ମିଳିତ ଏକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିଥିଲେ।

SFJ ଖଲିସ୍ତାନ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025

ଆଜିଠାରୁ ଭାରତର ଏସିଆ କପ ଅଭିଯାନ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

September 10, 2025

‘ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କର’, ଟ୍ରମ୍ପଙ୍କ ଚେତାବନୀ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜବାବ

September 10, 2025
Latest News

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025

ଆଜିଠାରୁ ଭାରତର ଏସିଆ କପ ଅଭିଯାନ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

September 10, 2025

‘ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କର’, ଟ୍ରମ୍ପଙ୍କ ଚେତାବନୀ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜବାବ

September 10, 2025

ବିଧାନସଭା ବେଳେ ସଚିବମାନେ କଣ ମନ୍ତ୍ରୀଙ୍କୁ ସଠିକ ତଥ୍ୟ ଯୋଗାଉ ନାହିଁନ୍ତି କି ?

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.