Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କାନାଡାରେ ହିନ୍ଦୁ ମନ୍ଦିର ଆକ୍ରମଣ ମାମଲା: ଜେଲରୁ ମୁକୁଳିଲା ଖାଲିସ୍ତାନୀ ସମର୍ଥକ ଇନ୍ଦରଜିତ, ତ୍ରିରଙ୍ଗାକୁ କଲା ଅସମ୍ମାନ
ଜାତୀୟ ଖବର

କାନାଡାରେ ହିନ୍ଦୁ ମନ୍ଦିର ଆକ୍ରମଣ ମାମଲା: ଜେଲରୁ ମୁକୁଳିଲା ଖାଲିସ୍ତାନୀ ସମର୍ଥକ ଇନ୍ଦରଜିତ, ତ୍ରିରଙ୍ଗାକୁ କଲା ଅସମ୍ମାନ

November 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବ୍ରମ୍ପଟନ୍ ମନ୍ଦିର ଆକ୍ରମଣ ମାମଲାରେ କାନାଡା ପୋଲିସ୍ ଦ୍ଵାରା ଗିରଫ ହୋଇଥିବା ଖାଲିସ୍ତାନୀ କାର୍ଯ୍ୟକର୍ତ୍ତା ଇନ୍ଦରଜିତ ଗୋସାଲଙ୍କୁ ମୁକ୍ତ କରାଯାଇଛି। ଏହି ଘଟଣାରେ କାନାଡାର ପିଲ ଆଞ୍ଚଳିକ ପୋଲିସ ନଭେମ୍ବର ୩ ତାରିଖରେ ପଞ୍ଚମ ଥର ପାଇଁ ଗିରଫ କରିଥିଲା।

ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଇନ୍ଦରଜିତ ଗୋସାଲ। ସେ ‘କାନାଡାର SFJ ର ସଂଯୋଜକ’ ବୋଲି ଜଣାଯାଇଛି। SFJ ଅର୍ଥାତ ଶିଖ୍ ଫର ଜଷ୍ଟିସ୍ ହେଉଛି ଏକ ଆତଙ୍କବାଦୀ ସଂଗଠନ ଯାହା ଭାରତରେ ନୂଆ ଖାଲିସ୍ତାନ ଦେଶ କରିବା ପାଇଁ ଆନ୍ଦୋଳନ ଜାରୀ ରଖିଛନ୍ତି।

ତେବେ ପୋଲିସର ସୂଚନା ଅନୁଯାୟୀ ତାଙ୍କୁ କିଛି ସର୍ତ୍ତରେ ମୁକ୍ତ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ସେ ବ୍ରମ୍ପଟନ୍‌ର ଅନଟାରିଓ କୋର୍ଟରେ ହାଜର ହେବେ।

Inderjeet Gosal, the coordinator for SFJ in Canada, has been arrested in connection with the protest and acts of violence that occurred outside the Hindu temple in Brampton. pic.twitter.com/UXaiBuq12U

— Āryā_Anvikṣā 🪷 (@Arya_Anviksha_) November 9, 2024

ସୋସିଆଲ ମିଡିଆରେ ତାଙ୍କର ଏକ ଚିତ୍ର ଏବେ ଭାଇରାଲ ହୋଇଛି। ଯେଉଁଠାରେ ସେ ଏକ ଇଭେଣ୍ଟରେ ଖାଲିସ୍ତାନୀ ପତାକା ଧରି  ଭାରତୀୟ ତ୍ରିରଙ୍ଗା ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।

ଖାଲିସ୍ତାନୀ ପତାକା ଧରିଥିବା ବିକ୍ଷୋଭକାରୀମାନେ ହିନ୍ଦୁ ସଭା ମନ୍ଦିରରେ ଭକ୍ତଙ୍କୁ ମାଡ଼ ମାରିଥିଲେ ଏବଂ ନଭେମ୍ବର ୩ ତାରିଖରେ ଅନଟାରିଓର ଗ୍ରେଟର ଟରୋଣ୍ଟୋ ଅଞ୍ଚଳର ବ୍ରମ୍ପଟନ୍ ଠାରେ ମନ୍ଦିର କର୍ତ୍ତୃପକ୍ଷ ଏବଂ ଭାରତୀୟ ଦୂତାବାସ ଦ୍ୱାରା ମିଳିତ ଏକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିଥିଲେ।

SFJ ଖଲିସ୍ତାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ

May 21, 2026

ପଶ୍ଚିମବଙ୍ଗର ଫାଲଟା ବିଧାନସଭା ପୁନଃ ମତଦାନ ଆରମ୍ଭ

May 21, 2026

ପେଟ୍ରୋଲ ଏବଂ ଡିଜେଲ ଦର ଆହୁରି ମହଙ୍ଗା ହେବ! ଚେତାବନୀ ଦେଲା ଜାତିସଂଘ

May 21, 2026

ମଇ ୨୧ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ସତର୍କ ସୂଚନା, ରୁହନ୍ତୁ ସାବଧାନ

May 21, 2026
Latest News

ଆଜି କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ

May 21, 2026

ପଶ୍ଚିମବଙ୍ଗର ଫାଲଟା ବିଧାନସଭା ପୁନଃ ମତଦାନ ଆରମ୍ଭ

May 21, 2026

ପେଟ୍ରୋଲ ଏବଂ ଡିଜେଲ ଦର ଆହୁରି ମହଙ୍ଗା ହେବ! ଚେତାବନୀ ଦେଲା ଜାତିସଂଘ

May 21, 2026

ଆଜି ଅନ୍ତର୍ଜାତୀୟ ଚା ଦିବସ, ଜାଣନ୍ତୁ ଚା’ର ପ୍ରକାର ବିଷୟରେ

May 21, 2026

ଫିଟ୍ ରହିବା ଏବଂ ସୁସ୍ଥ ଶରୀର ପାଇଁ ଖାଆନ୍ତୁ କଦଳୀ, ଜାଣନ୍ତୁ ଏହାର ଫାଇଦା

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.