Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ କାର୍ଯ୍ୟକାରୀ କରିଥିବାରୁ ଦିଲ୍ଲୀ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ କାର୍ଯ୍ୟକାରୀ କରିଥିବାରୁ ଦିଲ୍ଲୀ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

April 11, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ୍‌-ଏବିଏଚ୍‌ଆଇଏମ୍‌) କାର୍ଯ୍ୟକାରୀ କରିବା ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ୍‌-ଜେଏୱାଇ) ଅଧୀନରେ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ ଆରମ୍ଭ କରିବା ପାଇଁ ଦିଲ୍ଲୀ ସରକାରଙ୍କୁ ପ୍ରଶଂସା କରିଛନ୍ତି।

ଏକ୍ସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି:

“ଦିଲ୍ଲୀର ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ଜଡିତ ଏକ କ୍ରାନ୍ତିକାରୀ ପଦକ୍ଷେପ! ଡବଲ୍ ଇଞ୍ଜିନ ସରକାରଙ୍କର ଏହି ମିଶନ ମୋର ଦିଲ୍ଲୀବାସୀ ଭାଇ-ଭଉଣୀମାନଙ୍କ ପାଇଁ ବହୁତ ଲାଭଦାୟକ ହେବ। ମୁଁ ବହୁତ ଖୁସି ଯେ, ଦିଲ୍ଲୀବାସୀ ମଧ୍ୟ ଏବେ ଆୟୁଷ୍ମାନ ଯୋଜନା ଜରିଆରେ ନିଜର ଚିକିତ୍ସା କରାଇପାରିବେ।”

ଦିଲ୍ଲୀ ସରକାରଙ୍କୁ ପ୍ରଶଂସା ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠୁ ସଂସଦରେ ମୌସୁମୀ ଅଧିବେଶନ: ଏହି ପ୍ରସଙ୍ଗଗୁଡ଼ିକୁ ନେଇ ଆକ୍ରମଣ କରିବେ ବିରୋଧୀ ଦଳ

July 21, 2025

ଟିମ୍ ଇଣ୍ଡିଆକୁ ଲାଗିଲା ବଡ ଝଟକା, ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ୍ ପଡ଼ିଲେ ଏହି ତାରକା ଖେଳାଳି

July 21, 2025

ଯୁବପିଢି ନେତୃତ୍ବରେ ନିଶା ବିରୋଧୀ ଆନ୍ଦୋଳନ ଲାଗି ୫ ବର୍ଷର ରୋଡମ୍ୟାପ୍ ପ୍ରସ୍ତୁତ

July 21, 2025

ବଳଙ୍ଗା ଛାତ୍ରୀର ନ୍ୟାୟ ଦାବି କରି ଏସପି ଅଫିସ ଘେରାଉ କଲା ପୁରୀ ଜିଲ୍ଲା ଯୁବ କଂଗ୍ରେସ

July 21, 2025
Latest News

ଆଜିଠୁ ସଂସଦରେ ମୌସୁମୀ ଅଧିବେଶନ: ଏହି ପ୍ରସଙ୍ଗଗୁଡ଼ିକୁ ନେଇ ଆକ୍ରମଣ କରିବେ ବିରୋଧୀ ଦଳ

July 21, 2025

ଟିମ୍ ଇଣ୍ଡିଆକୁ ଲାଗିଲା ବଡ ଝଟକା, ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ୍ ପଡ଼ିଲେ ଏହି ତାରକା ଖେଳାଳି

July 21, 2025

ଯୁବପିଢି ନେତୃତ୍ବରେ ନିଶା ବିରୋଧୀ ଆନ୍ଦୋଳନ ଲାଗି ୫ ବର୍ଷର ରୋଡମ୍ୟାପ୍ ପ୍ରସ୍ତୁତ

July 21, 2025

ବଳଙ୍ଗା ଛାତ୍ରୀର ନ୍ୟାୟ ଦାବି କରି ଏସପି ଅଫିସ ଘେରାଉ କଲା ପୁରୀ ଜିଲ୍ଲା ଯୁବ କଂଗ୍ରେସ

July 21, 2025

ଆଜି ଶ୍ରାବଣ ମାସର ଦ୍ଵିତୀୟ ସୋମବାର, ବ୍ରତରେ ଆଦୌ ଖାଅନ୍ତୁ ନାହିଁ ଏହି ୪ ଟି ଜିନିଷ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.