
ଭୁବନେଶ୍ବର: ବହୁଦିନ ପରେ ପ୍ରଦେଶ କଂଗ୍ରେସର ଗଠନ ହୋଇ ପୁରା କମିଟ। ଏଥିରେ ଉପସଭାପତି ଭାବେ ସାତ ଜଣଙ୍କୁ ନିଆଯାଇଥିବା ବେଳେ ସାଧାରଣ ସଂପାଦକ ଭାବେ ଦଶ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ
ସେହିପରି ସାଧାରଣ ସଂପାଦକ ଭାବେ ବାର ଜଣଙ୍କୁ ଦଳ ମନୋନିତ କରିଛି। ସେମାନେ ହେଲେ
ଏ ନେଇ ଏଆଇସିସି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସଭାପତି ମଲ୍ଲିକାର୍ଜୁନ ଖଡେଙ୍କ ନିର୍ଦ୍ଦେଶ କ୍ରମେ ଏହି ବିଜ୍ଞପ୍ତି ଦଳର ସାଧାରଣ ସଂପାଦନ କେ ସି ବେଣୁଗୋପାଳ ପ୍ରକାଶ କରିଛନ୍ତି।