Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସେ ଜୀବନରେ ଗୋଟିଏ ମାତ୍ର ଚଳଚିତ୍ରରେ ଅଭିନୟ କରିଛନ୍ତି, ହେଲେ ରହୁଛନ୍ତି 400 କୋଟି ଟଙ୍କା ମୂଲ୍ୟର ଘରେ
ଜାତୀୟ ଖବର

ସେ ଜୀବନରେ ଗୋଟିଏ ମାତ୍ର ଚଳଚିତ୍ରରେ ଅଭିନୟ କରିଛନ୍ତି, ହେଲେ ରହୁଛନ୍ତି 400 କୋଟି ଟଙ୍କା ମୂଲ୍ୟର ଘରେ

July 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Gaytri
ସେ ଜୀବନରେ ଗୋଟିଏ ମାତ୍ର ଚଳଚିତ୍ରରେ ଅଭିନୟ କରିଛନ୍ତି, ହେଲେ ରହୁଛନ୍ତି 400 କୋଟି ଟଙ୍କା ମୂଲ୍ୟର ଘରେ

The Samikhsya Desk: ସେ ଜଣ ଭଲ ଅଭିନେତ୍ରୀ। ହେଲେ କଣ ହେବ ତାଙ୍କ ଜୀବନରେ ସେ ଗୋଟିଏ ମାତ୍ର ଚଳଚିତ୍ରରେ ଅଭିନେତ୍ରୀ ହୋଇଛନ୍ତି। ତାହାପୁଣି ପ୍ରତିଷ୍ଠିତ ଅଭିନେତା ଶାହାରୁଖ ଖାଁ ଙ୍କ ବିପକ୍ଷରେ। ଆଉ ଚଳଚିତ୍ରର ନାମ ହେଲା ସ୍ବଦେଶ। ହେଲେ ଏହି ଚଳଚିତ୍ରଟି ସେତେବେଳେ ଭଲ ବ୍ୟବସାୟ କରିପାରି ନ ଥିଲା। କିନ୍ତୁ ଶାହାରୁଖ ଖାଁଙ୍କ ଅଭିନୟ ଏବଂ ତାଙ୍କ ସହ ଅଭିନେତ୍ରୀଙ୍କ ଅଭିନୟ ବେଶ ଭଲ ହୋଇଥିଲା।

ଆମେ କହୁଛୁ ସ୍ବୋଦେଶ ଚଳଚିତ୍ରର ନାୟିକା ଗାୟତ୍ରୀ ଯୋଶୀଙ୍କ କଥା। ଯେ କି ସେହି ଚଳଚିତ୍ରରେ ଗୀତା ଭୂମିକାରେ ଅଭିନୟ କରିଥିଲେ। ଏହି ଚଳିଚିତ୍ର ପରେ ତାଙ୍କୁ ଦର୍ଶକମାନେ ଆଉ ଏକ ଚଳଚିତ୍ରରେ ଦେଖିବାକୁ ଅପେକ୍ଷା କରିଥିଲେ। ହେଲେ ସେ ଆଉ ଚଳଚିତ୍ର ଜଗତକୁ ଫେରିଲେ ନାହିଁ। ସ୍ବୋଦେଶ ଥିଲା ତାଙ୍କର ପ୍ରଥମ ଓ ଶେଷ ଚଳଚିତ୍ର।

ତେବେ ଗୋଟିଏ ଚଳଚିତ୍ରରେ ଅଭିନୟ କରି ସେ ଯେଉଁ ଘରେ ରହୁଛନ୍ତି ତାହାର ବର୍ତ୍ତମାନ ମୂଲ୍ୟ ହେବ 400 କୋଟି ଟଙ୍କା। ଆପଣ ଆଶ୍ଚର୍ଯ୍ୟ ହେବେ ସେ ଗୋଟିଏ ଚଳଚିତ୍ରରେ ଅଭିନୟ କରି ଏତେ ଦାମିକା ଘରେ କେମିତି ରହୁଛନ୍ତି। ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ହେଲା ସେ ଯାହାକୁ ବିବାହ କରିଛନ୍ତି ସେ ହେଉଛନ୍ତି ଏକ ରିଏଲ ଇଷ୍ଟେଟ କଂପାନୀର ସିଇଓ।

ଗାୟତ୍ରୀ 2005 ମସିହାରେ ଓବରାଇ ରିଏଲିଟ୍ କଂପାନୀର ମାଲିକ ରଣଭୀର ଓବରାଇଙ୍କ ପୁଅ ବିକାଶ ଓବରାଇଙ୍କୁ ବିବାହ କରିଛନ୍ତି। ମୁମ୍ବାଇ ୱରଲି ରେ ଥିବା ତାଙ୍କ କଂପାନୀର ଏକ ବିରାଟ ପ୍ରୋଜେକ୍ଟ ଭିତରେ ସେ ରହୁଛନ୍ତି। ଏହି ପ୍ରୋଜେକ୍ଟରେ ଶହୀଦ କାପୁର, ଅଭିଶେକ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କ ପରି ଷ୍ଟାରମାନେ ପୁଂଜି ବିନିଯୋଗ କରିଛନ୍ତି। ସେହି ଭିତରେ ଗାୟତ୍ରୀ ତାଙ୍କ ପରିବାର ସହିତ ବାସ କରୁଛନ୍ତି।

ଚଳଚିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026

ତିନି ବର୍ଷ ପାଇଁ ନିଯୁକ୍ତ ହେବେ HDFC ବ୍ୟାଙ୍କର ନୂତନ ଅଧ୍ୟକ୍ଷ: ଜାଣନ୍ତୁ ସେ  କିଏ?

June 30, 2026

“ଶାନ୍ତି ଦୂତ”ର ଖୋଲିବ ମୁଖା: ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ବଡ଼ ଯୋଜନା

June 30, 2026

ଅନୁଗୋଳରେ ବେଆଇନ୍ ବନ୍ଧୁକ କାରଖାନା ଠାବ, ୨ ଭାଇ ଗିରଫ

June 30, 2026
Latest News

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026

ତିନି ବର୍ଷ ପାଇଁ ନିଯୁକ୍ତ ହେବେ HDFC ବ୍ୟାଙ୍କର ନୂତନ ଅଧ୍ୟକ୍ଷ: ଜାଣନ୍ତୁ ସେ  କିଏ?

June 30, 2026

“ଶାନ୍ତି ଦୂତ”ର ଖୋଲିବ ମୁଖା: ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ବଡ଼ ଯୋଜନା

June 30, 2026

ଅନୁଗୋଳରେ ବେଆଇନ୍ ବନ୍ଧୁକ କାରଖାନା ଠାବ, ୨ ଭାଇ ଗିରଫ

June 30, 2026

ଆଜିଠାରୁ ଅଣସର ଦର୍ଶନ: ବ୍ରହ୍ମଗିରିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଅଲାରନାଥ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.