Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆରେ ହେ…ପ୍ରଧାନମନ୍ତ୍ରୀ କଣ ପଛ ଧାଡିରେ ବସିଛନ୍ତି !!! ଏହା ସତ ନା ମିଛ ?
ଜାତୀୟ ଖବର

ଆରେ ହେ…ପ୍ରଧାନମନ୍ତ୍ରୀ କଣ ପଛ ଧାଡିରେ ବସିଛନ୍ତି !!! ଏହା ସତ ନା ମିଛ ?

September 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆରେ ହେ
ଆରେ ହେ...ପ୍ରଧାନମନ୍ତ୍ରୀ କଣ ପଛ ଧାଡିରେ ବସିଛନ୍ତି !!! ଏହା ସତ ନା ମିଛ ?

The Samikhsya Desk: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଛ ଧାଡିରେ ବସିବା, କେହି କେବେ କଣ ବିଶ୍ବାସ କରିପାରିବ। କାରଣ ସେ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ, ସାରା ବିଶ୍ବର ନେତା ତାଙ୍କୁ ଜାଣନ୍ତି, ସେ କିପରି ପଛରେ ବସିବେ। ତେବେ ଏହା କେହି ବିଶ୍ବାସ କରୁ ବ ନ କରୁ କିନ୍ତୁ କଥାଟି ସତ। ଏଥିରେ ଅବିଶ୍ବାସ କରିବାର କିଛି ନାହିଁ। ରବିବାରଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଏନଡିଏ ସାଂସଦମାନଙ୍କ ପ୍ରଶିକ୍ଷଣ ଶିବିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଛ ଧାଡିରେ ବସିଥିଲେ।

ଏ ନେଇ ବିଜେପି ଏମପି ତଥା ଅଭିନେତା ରବି କିଶାନ ତାଙ୍କ ସମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ଏନଡିଏ ସାଂସଦମାନଙ୍କ ପ୍ରଶିକ୍ଷଣ ଶିବିରରେ ପ୍ରଧାନମନ୍ତ୍ରୀ ମୋଦି ପଛ ଧାଡିରେ ବସିଛନ୍ତି। ସେ ବିଜେପି ସାଂସଦମାନଙ୍କ ପାଖରେ ବସିଛନ୍ତି। ଏହି ଶିବରରେ ସମସ୍ତେ ହେଉଛନ୍ତି କାର୍ଯ୍ୟକର୍ତ୍ତା। କେହି ଛୋଟ କିମ୍ବା ବଡ ନୁହଁନ୍ତି।

ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏନଡିଏ ସାଂସଦମାନଙ୍କୁ ଏକାଠି କରି ଦୁଇଦିନିଆ କର୍ମଶାଳାର ଆୟୋଜନ କରାଯାଇଛି। ଏଥିରେ ସମସ୍ତେ ଯୋଗଦେଇଛନ୍ତି। ଗତକାଲି ରବିବାରରୁ ଏହି କର୍ମଶାଳାର ଆୟୋଜନ କରାଯାଇଛି। ଏଥିରେ ଦୁଇଟି ବିଷୟ ଉପରେ ଆଲୋଚନା କରାଯାଉଛି। ଗୋଟିଏ ହେଲା ବିକଶିତ ଭାରତ ଏବଂ ଅନ୍ୟଟି ହେଲା ସାମାଜିକ ଗଣମାଧ୍ୟମର ଉପଯୋଗ। ଏହା ଉପରେ ବିଭିନ୍ନ ବିଶେଷଜ୍ଞମାନେ ସାଂସଦମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଏଥିସହିତ ଏହି ସାଂସଦମାନେ ବିଭିନ୍ନ ସମୟରେ ବିଭିନ୍ନ କମିଟ ମୁଖ୍ୟଙ୍କ ସହିତ ଆଲୋଚନା କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

Khurda Road Division Launches ‘Sundays On Cycle’- In alignment with the nationwide Fit India Movement, Khurda Road Division of East Coast Railway organised a special Cyclothon-2025 under the banner of “Sundays On Cycle”. This initiative is aimed at promoting physical fitness, mental well-being and environmental awareness among railway employees and the wider community. ( TO READ MORE CLICK HERE)

narendra modi ପଛ ଧାଡିରେ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Share. Facebook Twitter LinkedIn Email WhatsApp Copy Link

Related Posts

ଆର. ପ୍ରେମଦାସା ଷ୍ଟାଡିୟମରେ ହେବ ଭାରତ ଏବଂ ପାକିସ୍ତାନ ମ୍ୟାଚ: ଜାଣନ୍ତୁ ଉଭୟ ଦଳର ରେକର୍ଡ

February 14, 2026

କେନ୍ଦୁଝରରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

February 14, 2026

ଭାଲେଣ୍ଟାଇନ୍ସ ଡେ’ରେ ସୁନା ଏବଂ ରୂପା ମୂଲ୍ୟ କେତେ?: ଜାଣନ୍ତୁ ଆଜିର ଦର

February 14, 2026

500 କିଲୋମିଟର ପରିସର ଏବଂ କମ ମୂଲ୍ୟ ସହିତ ଲଞ୍ଚ ହେବ Tata Sierra EV: ଜାଣନ୍ତୁ କେବେ?

February 14, 2026
Latest News

ଆର. ପ୍ରେମଦାସା ଷ୍ଟାଡିୟମରେ ହେବ ଭାରତ ଏବଂ ପାକିସ୍ତାନ ମ୍ୟାଚ: ଜାଣନ୍ତୁ ଉଭୟ ଦଳର ରେକର୍ଡ

February 14, 2026

କେନ୍ଦୁଝରରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

February 14, 2026

ପୁଲୱାମା ଆକ୍ରମଣକୁ ବ୍ଲାକ୍ ଡେ ଭାବେ ପାଳନ

February 14, 2026

ମଙ୍ଗଳାଜୋଡି ଜଳାଶୟରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

February 14, 2026

ଓଡିଆ ଚଳଚ୍ଚିତ୍ର “ବରବଧୂ” ରେ ସମ୍ବଲପୁର ପୁଅ ହାସ୍ୟାଭିନେତା ରିତେନ୍ ପଟ୍ଟନାୟକଙ୍କ କମାଲ୍

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.