Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Electric Vehicle Market: ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଚାଇନା କଂପାନୀ ଇଭି ଗାଡି
ଜାତୀୟ ଖବର

Electric Vehicle Market: ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଚାଇନା କଂପାନୀ ଇଭି ଗାଡି

November 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Electric Vehicle Market:
Electric Vehicle Market: ଦେଶରେ ଚାଇନା କଂପାନୀ ଇଭି ଗାଡି ଦ୍ରୁତ ଗତିରେ ବୃଦ୍ଧି ପାଉଛି

Electric Vehicle Market: ଦେଶରେ ବର୍ତ୍ତମାନ ବୈଦ୍ୟୁତିକ ଯାନ ବିକ୍ରି ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଗ୍ରାହକମାନେ ଏହି ବୈଦ୍ୟୁତିକ ଯାନ ବା ଇଭି ଗାଡି କିଣିବାରେ ଆଗ୍ରହ ପ୍ରକାଶ କରିବାରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି କାର ନିର୍ମାଣ କଂପାନୀମାନେ ମଧ୍ୟ ନୂଆ ନୂଆ ଗାଡି ବଜାରକୁ ଆଣିବାରେ ଲାଗିଛନ୍ତି। ଏପରିକି ଅପଡେଟ ଭର୍ସନ ଗାଡି ମଧ୍ୟ ବଜାରକୁ ଆଣିବାରେ ଲାଗିଛନ୍ତି।

ତେବେ ଏହି ଇଭି ପ୍ରତିଯୋଗୀତାରେ ଚାଇନା କଂପାନୀ ନିର୍ମିତ ଇଭି ଯାନ ଭାରତ ବଜାରରେ ଏକ ସୁଦୃଢ ସ୍ଥିତି ତିଆରି କରିବାରେ ଲାଗିଛି। Tata Motors, Mahindra & Mahindra, Maruti ପରି ଭାରତୀୟ ଇଭି ଗାଡି ଭାରତ ବଜାରରେ ସେମାନଙ୍କ ବ୍ୟବସାୟକୁ ସୁଦୃଢ କରିଛନ୍ତି। ହେଲେ ଏଥିରେ ଚାଇନା ନିର୍ମିତ ଗାଡିଗୁଡିକ ମଧ୍ୟ ଏମାନଙ୍କୁ ଟକ୍କର ଦେବାରେ ଲାଗିଛି। ସେହି ଗାଡିଗୁଡିକ ହେଲା BYD, MG, Volvo ପରି କଂପାନୀର ଇଭି ଗ୍ରାହକଙ୍କୁ ମଧ୍ୟ ବେଶ ଆକୃଷ୍ଟ କରିବାରେ ଲାଗିଛନ୍ତି।

ସେତିକି ନୁହେଁ ଆଉ କିଛି ଚାଇନା କଂପାନୀ ନିର୍ମିତ ଇଭି ଗାଡି ମଧ୍ୟ ଭାରତ ବଜାରରେ ପ୍ରବେଶ କରିବାକୁ ଅନେଇ ବସିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି Xpeng, Great Wall, Haima ପରି ଇଭି ଗାଡି ନିର୍ମାତା ଅଛନ୍ତି। ଏହି କଂପାନୀଗୁଡିକ ପଡୋଶୀ ରାଜ୍ୟରେ ସେମାନଙ୍କର ବ୍ୟବସାୟ ଆରମ୍ଭ କରିସାରିଛନ୍ତି। ଏସବୁ ଇଭି ଗାଡି ଆସିଲେ ଦେଶରେ ଏହାର ପ୍ରତିଯୋଗୀତା ଅଧିକ ତୀବ୍ର ହେବ।

MUJ Convocation Ceremony; 3,508 Graduates Honoured at Two-Day Event (Click Here)

Electric Vehicle Electric Vehicle Market: ଇଭି କାର ଇଭି ଗାଡି
Share. Facebook Twitter LinkedIn Email WhatsApp Copy Link

Related Posts

Odisha Book Fair: ଆରମ୍ଭ ହେଲା ରାଜ୍ୟ ପୁସ୍ତକ ମେଳା, ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ

December 7, 2025

ପ୍ରକାଶିତ ହେଲା ୫ମ ଏବଂ ୮ମ ଶ୍ରେଣୀ ପାଇଁ ନୂଆ ପୁସ୍ତକ, ଆସନ୍ତା ଶିକ୍ଷାବର୍ଷରୁ ସମସ୍ତ ସ୍କୁଲରେ ଲାଗୁ

December 7, 2025

Bhadrak BJD Leaders Joined BJP: ବିଜେପିରେ ସାମିଲ ହେଲେ ପ୍ରଫଲଙ୍କ ଦୁଇ ପୁଅ ଏବଂ ଭଉଣୀ

December 7, 2025

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ T20 ପାଇଁ ର ସମୀକ୍ଷା କଲେ ଡିଜିପି

December 7, 2025
Latest News

Odisha Book Fair: ଆରମ୍ଭ ହେଲା ରାଜ୍ୟ ପୁସ୍ତକ ମେଳା, ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ

December 7, 2025

Google Gemini Pro: କଲେଜ ଛାତ୍ରଛାତ୍ରୀମାନଙ୍କୁ ଏଆଇ ଜ୍ଞାନରେ ସଶକ୍ତ କରୁଛି ରିଲାଏନ୍ସ ଜିଓ

December 7, 2025

ପ୍ରକାଶିତ ହେଲା ୫ମ ଏବଂ ୮ମ ଶ୍ରେଣୀ ପାଇଁ ନୂଆ ପୁସ୍ତକ, ଆସନ୍ତା ଶିକ୍ଷାବର୍ଷରୁ ସମସ୍ତ ସ୍କୁଲରେ ଲାଗୁ

December 7, 2025

Bhadrak BJD Leaders Joined BJP: ବିଜେପିରେ ସାମିଲ ହେଲେ ପ୍ରଫଲଙ୍କ ଦୁଇ ପୁଅ ଏବଂ ଭଉଣୀ

December 7, 2025

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ T20 ପାଇଁ ର ସମୀକ୍ଷା କଲେ ଡିଜିପି

December 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.