Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଖାଉଟିଙ୍କୁ ମହଙ୍ଗା ମାଡ଼: କିଲୋ ପିଛା ୪ ଟଙ୍କା ଚିନି ଦର ବୃଦ୍ଧି
ଜାତୀୟ ଖବର

ଖାଉଟିଙ୍କୁ ମହଙ୍ଗା ମାଡ଼: କିଲୋ ପିଛା ୪ ଟଙ୍କା ଚିନି ଦର ବୃଦ୍ଧି

November 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
A blow to consumers: Sugar price increased by Rs 4 per kg

ନୂଆଦିଲ୍ଲୀ: ପାର୍ବଣ ଋତୁ ଦୀପାବଳି ପୂର୍ବରୁ ସାଧାରଣ ଖାଉଟିଙ୍କୁ ଲାଗିଛି ବଡ଼ ମହଙ୍ଗା ଝଟ୍‌କା। ବଜାରରେ ଚିନି ଯୋଗାଣ ସ୍ୱାଭାବିକ ରଖିବାକୁ କେନ୍ଦ୍ର ସରକାର ପ୍ରଚେଷ୍ଟା ଚଳାଇଥିଲେ ବି ଖୁଚୁରା ତଥା ପାଇକାରୀ ବଜାରରେ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବିଗତ ଗୋଟିଏ ମାସ ମଧ୍ୟରେ କିଲୋ ପିଛା ଚିନି ମୂଲ୍ୟ ୪ ଟଙ୍କାରୁ ଅଧିକ ବୃଦ୍ଧି ପାଇ ଦେଶର କେତେକ ପ୍ରମୁଖ ମହାନଗରରେ ୬୫ ଟଙ୍କାରେ ପହଞ୍ଚିଛି। ବିଗତ ଏକ ମାସ ମଧ୍ୟରେ କିଲୋ ପିଛା ଚିନି ମୂଲ୍ୟ ୪ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ଏହିକ୍ରମେ ଗତ ଏକ ବର୍ଷ ମଧ୍ୟରେ ଚିନି ମୂଲ୍ୟ ପ୍ରାୟ ୧୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ଚିନିର ହାରାହାରି ଦୈନିକ ଖୁଚୁରା ମୂଲ୍ୟ କିଲୋ ପ୍ରତି ୫୯.୫୦ ଥିବା ବେଳେ ପାଇକାରୀ ଦର ୫୫.୪୦ ରେ ପହଞ୍ଚିଛି। ଗତ ବର୍ଷ ଏହି ସମୟରେ ଖୁଚୁରା ବଜାରରେ ଚିନି କିଲୋ ପିଛା ୪୬.୫୦ ଏବଂ ପାଇକାରୀ ବଜାରରେ ୪୩.୨୩ ଥିଲା। ନଭେମ୍ବର ୩ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ଦେଶର ପ୍ରମୁଖ ମହାନଗରଗୁଡ଼ିକ ମଧ୍ୟରେ କୋଲକାତାରେ ଚିନି ଦର ସବୁଠୁ ଉଚ୍ଚରେ (୬୫ଟଙ୍କା) ରହିଛି। ସେହିପରି ମୁମ୍ବାଇରେ ଚିନି ମୂଲ୍ୟ ୬୧ଟଙ୍କାରେ ବିକ୍ରି ହେଉଥିବା ବେଳେ ଦିଲ୍ଲୀରେ ୬୪ଟଙ୍କା ରହିଛି। ୨୦୨୫-୨୬ ପେଡ଼ା ଋତୁରେ ପୂର୍ବ ଆକଳନ ତୁଳନାରେ ମୋଟ ଚିନି ଉତ୍ପାଦନ କମ୍ ରହିବା ଏହି ମୂଲ୍ୟବୃଦ୍ଧିର ମୁଖ୍ୟ କାରଣ।

ଖାଉଟିଙ୍କୁ ମହଙ୍ଗା ମାଡ଼ ଚିନି ଦର
Share. Facebook Twitter LinkedIn Email WhatsApp Copy Link

Related Posts

ଷ୍ଟେସନ୍‌ ଯିବା ପୂର୍ବରୁ ଚେକ୍‌ କରନ୍ତୁ! ଟ୍ରେନ୍‌ ରୁଟ୍‌ ଓ ସମୟରେ ବଡ଼ ପରିବର୍ତ୍ତନ

November 5, 2026

ସୋନମ ୱାଙ୍ଗଚୁକ୍‌ଙ୍କ ସ୍କୁଲକୁ ବନ୍ଦ କରିବାକୁ ନୋଟିସ୍‌! ଜମି ବିବାଦରୁ ଶିକ୍ଷାନୁଷ୍ଠାନ ଯାଏଁ ବଢ଼ିଲା ଅଡୁଆ

November 5, 2026

ଆଇଏନ୍‌ଏସ୍ ବ୍ରହ୍ମପୁତ୍ର ବୁଡ଼ିବା ଘଟଣା: ୨ ନୌସେନା ଅଧିକାରୀଙ୍କ ବିରୋଧରେ କୋର୍ଟ-ମାର୍ଶାଲ

November 5, 2026

୮ ମାସ ପରେ ଖୋଲିଲା ହର୍ମୁଜ୍‌ ପ୍ରଣାଳୀ: ଭାରତ, ଚୀନ୍‌, ଇରାକ ଓ କତାର ପାଇଁ ମାର୍ଗ ଉନ୍ମୁକ୍ତ କଲା ଇରାନ୍‌

November 5, 2026
Latest News

ଷ୍ଟେସନ୍‌ ଯିବା ପୂର୍ବରୁ ଚେକ୍‌ କରନ୍ତୁ! ଟ୍ରେନ୍‌ ରୁଟ୍‌ ଓ ସମୟରେ ବଡ଼ ପରିବର୍ତ୍ତନ

November 5, 2026

ରାଜଧାନୀରେ ପୁଣି ଫୁଟିଲା ଗୁଳି! ମାଉସୀ ମା’ ଛକରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

November 5, 2026

ସୋନମ ୱାଙ୍ଗଚୁକ୍‌ଙ୍କ ସ୍କୁଲକୁ ବନ୍ଦ କରିବାକୁ ନୋଟିସ୍‌! ଜମି ବିବାଦରୁ ଶିକ୍ଷାନୁଷ୍ଠାନ ଯାଏଁ ବଢ଼ିଲା ଅଡୁଆ

November 5, 2026

ଆଇଏନ୍‌ଏସ୍ ବ୍ରହ୍ମପୁତ୍ର ବୁଡ଼ିବା ଘଟଣା: ୨ ନୌସେନା ଅଧିକାରୀଙ୍କ ବିରୋଧରେ କୋର୍ଟ-ମାର୍ଶାଲ

November 5, 2026

ଖାଉଟିଙ୍କୁ ମହଙ୍ଗା ମାଡ଼: କିଲୋ ପିଛା ୪ ଟଙ୍କା ଚିନି ଦର ବୃଦ୍ଧି

November 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.