Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଭୋଟ ଦେଉଛି ଝାରସୁଗୁଡା, ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ
ରାଜ୍ୟ ଖବର

ଭୋଟ ଦେଉଛି ଝାରସୁଗୁଡା, ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ

May 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୋଟ ଦେଉଛି ଝାରସୁଗୁଡା, ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ

ଝାରସୁଗୁଡା: ଆଜି ଝାରସୁଗୁଡା ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ସାତଟାରୁ ଆରମ୍ଭ ହୋଇଥିଲା ଏହି ମତଦାନ ପକ୍ରିୟା। ଏଥିରେ ଭୋଟରମାନେ ସକାଳୁ ସକାଳୁ ମତଦାନ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଆଜି ସକାଳ ନଅଟା ସୁଦ୍ଧା ନଅ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି।

ପ୍ରବଳ ଖରା ପାଇଁ ବିଭିନ୍ନ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଧାଡିରେ ଛିଡା ହୋଇଥିବା ଭୋଟରମାନଙ୍କ ଉପରେ ପାଣି ସିଞ୍ଚନ କରାଯାଉଛି। ଏଥିସହିତ ପାଣି ପଣା ପ୍ରଦାନର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ଏହି ମତଦାନରେ ଉଭୟ ବିଜେପି ଏବଂ ବିଜେଡି ପ୍ରାର୍ଥୀ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି।

Jharsuguda Bypoll ଝାରସୁଗୁଡା ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ: ଏଥର ଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ

March 2, 2026

ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକଙ୍କ ଦ୍ୱାରା ପୂର୍ବତଟ ରେଳପଥର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ 

March 2, 2026

ଭାରତଠାରୁ ହାରିବା ପରେ କାର୍ଯ୍ୟାନୁଷ୍ଠାନ ନେଲା ପାକିସ୍ତାନ: ଖେଳାଳିଙ୍କ ଉପରେ ଲଗାଇଲା ୫୦ ଲକ୍ଷ ଜରିମାନା

March 2, 2026

ଏନଏବିଏମ ପରିସରରେ ‘ମାୟା ସାହିତ୍ୟ’ ପକ୍ଷରୁ ସାହିତ୍ୟିକ ଆଲୋଚନା ଚକ୍ର

March 2, 2026
Latest News

ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ: ଏଥର ଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ

March 2, 2026

ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକଙ୍କ ଦ୍ୱାରା ପୂର୍ବତଟ ରେଳପଥର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ 

March 2, 2026

ଭାରତଠାରୁ ହାରିବା ପରେ କାର୍ଯ୍ୟାନୁଷ୍ଠାନ ନେଲା ପାକିସ୍ତାନ: ଖେଳାଳିଙ୍କ ଉପରେ ଲଗାଇଲା ୫୦ ଲକ୍ଷ ଜରିମାନା

March 2, 2026

ଏନଏବିଏମ ପରିସରରେ ‘ମାୟା ସାହିତ୍ୟ’ ପକ୍ଷରୁ ସାହିତ୍ୟିକ ଆଲୋଚନା ଚକ୍ର

March 2, 2026

ପୂର୍ବତଟ ରେଳପଥର “ସେବା ସଂକଳ୍ପ ପ୍ରସ୍ତାବ” ଗ୍ରହଣ

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.