ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ ତାହାର ସାଂଗଠନିକ ଜିଲ୍ଲା ସଭାପତି ବାଛିବା ପାଇଁ ଗଠନ କରିଛି 35 ଜଣିଆ ପର୍ଯ୍ୟବେକ୍ଷକ ତାଲିକା। ଏଥିରେ ଦଳର ବରିଷ୍ଠ ନେତାମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏଥିରେ ଯେଉଁମାନେ ଅଛନ୍ତି ସେମାନେ ହେଲେ
ଏମାନେ ସଂଗଠନ ସୃଜନ ଅଭିଯାନରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷଙ୍କୁ ସହଯୋଗ କରିବା ସହିତ ଡିସିସି ବାଛିବା କାର୍ଯ୍ୟକରିବେ। ଏ ନେଇ ସର୍ବଭାରତୀୟ କଂଗ୍ରେସ କମିଟ ତରଫରୁ ଓଡିଶା ପ୍ରଭାରୀ ଅଜୟ ଲୁଲୁଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।