Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ସଂଧ୍ୟାରେ ହେବ ବାଦଲ ଫଟା ବର୍ଷା, ବିଭିନ୍ନ ସ୍ଥାନରେ ଭୂସ୍ଖଳନ ସମ୍ଭାବନା
ରାଜ୍ୟ ଖବର

ସଂଧ୍ୟାରେ ହେବ ବାଦଲ ଫଟା ବର୍ଷା, ବିଭିନ୍ନ ସ୍ଥାନରେ ଭୂସ୍ଖଳନ ସମ୍ଭାବନା

September 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ସଂଧ୍ୟାରେ ହେବ ବାଦଲ ଫଟା
ସଂଧ୍ୟାରେ ହେବ ବାଦଲ ଫଟା ବର୍ଷା, ବିଭିନ୍ନ ସ୍ଥାନରେ ଭୂସ୍ଖଳନ ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା

The Samikhsya Desk: ଜମ୍ମୁ ଏବଂ କାଶ୍ମୀରରେ ଗତକାଲି ବିଳମ୍ବିତ ରାତିରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ଘଟିଛି। ଅଧିକାଂଶ ସ୍ଥାନରେ ଜଳବନ୍ଦୀ, ଯାତାୟାତ ସମସ୍ୟା ଏବଂ ଦୈନନ୍ଦିନ ଜୀବନଯାତ୍ରା ରେ ଅସୁବିଧା ସୃଷ୍ଟି ହୋଇଛି। ଚେନାବ, ତାୱି, ରବିଏବଂ ଉଝ ସମେତ ଜମ୍ମୁ ଅଞ୍ଚଳର ସମସ୍ତ ପ୍ରମୁଖ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜମ୍ମୁ ଅଞ୍ଚଳର ବିଭିନ୍ନ ଜିଲ୍ଲାରେ ଆଜି ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ନିରନ୍ତର ପ୍ରବଳ ବର୍ଷା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟାତ ଚଳାଚଳକୁ ମଧ୍ୟ ବାଧାପ୍ରାପ୍ତ କରିଛି।

ସ୍ଥାନୀୟ ପାଣିପାଗ ବିଭାଗ ଆଜି ଅପରାହ୍ନ ପର୍ଯ୍ୟନ୍ତ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ଅଧିକାରୀଙ୍କ ଅନୁସାରେ କେତକ ସ୍ଥାନରେ ବାଦଲ ଫାଟିବା, ବନ୍ୟା, ଭୂସ୍ଖଳନ ଏବଂ ପଥର ମାଡ଼ ଭଳି ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଇଛି।

ଆଜି ଅପରାହ୍ନରୁ ପାଗ ସାଧାରଣତଃ ମେଘୁଆ ରହିବ ଏବଂ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। କାଠୁଆ, ଜମ୍ମୁ, ଉଧମପୁର ଏବଂ ରିଆସି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଆଜି ଡୋଡା, ସାମ୍ବା, ରାଜୌରୀ, ପୁଞ୍ଚ, ରାମବାନ ଏବଂ କିସ୍ତୱାର ଜିଲ୍ଲାରେ ‘ମଧ୍ୟମରୁ ପ୍ରବଳ’ ବର୍ଷା ହେବ। ସେପ୍ଟେମ୍ବର ୪ ରୁ ୭ ତାରିଖ ପର୍ଯ୍ୟନ୍ତ, ଜମ୍ମୁ ଏବଂ କାଶ୍ମୀରର କିଛି ସ୍ଥାନରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ଅଛି।

ଜମ୍ମୁ ଏବଂ କାଶ୍ମୀର ପାଣିପାଗ ବିଭାଗ ବାଦଲ ଫଟା ଭୂସ୍ଖଳନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡି ଛାଡିବେ ବରିଷ୍ଠ ନେତା ଭୂପିନ୍ଦର ସିଂ, ପାଣ୍ଡିଆନଙ୍କୁ ମାରିଲେ ତେରଚ୍ଛା ବାଣ

September 3, 2025

ମନ୍ତ୍ରୀ ମଣ୍ଡଳ ଅଦଳବଦଳ କାଉଣ୍ଟ ଡାଉନ ଆରମ୍ଭ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏବଂ ସଭାପତି

September 3, 2025

କରମା ପୂଜା ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

September 3, 2025

ସେମିକନ୍ ଇଣ୍ଡିଆ 2025ର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଲୋଚନା

September 3, 2025
Latest News

ବିଜେଡି ଛାଡିବେ ବରିଷ୍ଠ ନେତା ଭୂପିନ୍ଦର ସିଂ, ପାଣ୍ଡିଆନଙ୍କୁ ମାରିଲେ ତେରଚ୍ଛା ବାଣ

September 3, 2025

ସଂଧ୍ୟାରେ ହେବ ବାଦଲ ଫଟା ବର୍ଷା, ବିଭିନ୍ନ ସ୍ଥାନରେ ଭୂସ୍ଖଳନ ସମ୍ଭାବନା

September 3, 2025

ମନ୍ତ୍ରୀ ମଣ୍ଡଳ ଅଦଳବଦଳ କାଉଣ୍ଟ ଡାଉନ ଆରମ୍ଭ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏବଂ ସଭାପତି

September 3, 2025

କରମା ପୂଜା ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

September 3, 2025

ସେମିକନ୍ ଇଣ୍ଡିଆ 2025ର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଲୋଚନା

September 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.