Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଓଡିଶାରେ ଲାଗି ରହିବ ବର୍ଷା, ପାଣିପାଗ ବିଭାଗର ସୂଚନା
ରାଜ୍ୟ ଖବର

ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଓଡିଶାରେ ଲାଗି ରହିବ ବର୍ଷା, ପାଣିପାଗ ବିଭାଗର ସୂଚନା

October 7, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆସନ୍ତା 10 ତାରିଖ ପର୍ଯ୍ୟନ୍ତ
ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଓଡିଶାରେ ଲାଗି ରହିବ ବର୍ଷା, ପାଣିପାଗ ବିଭାଗର ସୂଚନା

ଭୁବନେଶ୍ବର: ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଓଡିଶାରେ ଲାଗି ରହିବ ବର୍ଷା। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ବିଭାଗ କହିଛି ଯେ, ଟ୍ରପ ଲାଇନ ପ୍ରଭାବରେ ଏହି ବର୍ଷା ଲାଗି ରହିବ। ଏପରିକି କେତେକ ସ୍ଥାନରେ ପ୍ରବାଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଘଣ୍ଟାକୁ 30 ରୁ 40 କିଲୋମିଟର ବେଗରେ ପବନ ମଧ୍ୟ ପ୍ରବହିତ ହେବ।

ଗତ କିଛିଦିନ ଧରି ରାଜ୍ୟରେ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ପୁରୀଠାରେ ସର୍ବାଧିକ ବର୍ଷା ୭୭.୨ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ, ଭଦ୍ରକ ଚାନ୍ଦବାଲିରେ ୫୬.୪ ମି.ମି ଏବଂ ସୋନପୁରଠାରେ ୩୨.୨ ମି.ମି. ବର୍ଷା ହୋଇଛି।

Cabinet Approves ₹24,634 Cr Rail Multitracking Projects

ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ପାଣିପାଗ ବର୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

Diwali Festival: ଏଥର ଦୀପାବଳିରେ କରନ୍ତୁ ଏହି କାମ, ଘରୁ ଦୂର ହେବ ସମସ୍ତ ଅଶୁଭ ଶକ୍ତି

October 7, 2025

ମୟୂରଭଞ୍ଜ ରାଇରଙ୍ଗପୁରରେ ଖୋଲିବ ଇଗ୍ନୋର ନୂତନ ଆଞ୍ଚଳିକ କେନ୍ଦ୍ର

October 7, 2025

ବ୍ରହ୍ମପୁର ଓକିଲ ହତ୍ୟା ଘଟଣା, କଲମ ଛାଡ ଆନ୍ଦୋଳନ ଡାକରା ଦେଲା ଓଡିଶା ବାର କାଉନସିଲ

October 7, 2025

ସ୍ୱଚ୍ଛତା ଏବଂ କାର୍ଯ୍ୟଦକ୍ଷତା ପାଇଁ ଗୃହ ମନ୍ତ୍ରଣାଳୟର ‘ସ୍ୱତନ୍ତ୍ର ଅଭିଯାନ’

October 7, 2025
Latest News

ଆମେରିକାର ଶୁଳ୍କ ମଧ୍ୟ ଭାରତର ଅଭିବୃଦ୍ଧିକୁ ରୋକିବାରେ ବିଫଳ: ଆର୍ଥିକ କ୍ଷେତ୍ରରେ ଭଲ ଖବର

October 7, 2025

Diwali Festival: ଏଥର ଦୀପାବଳିରେ କରନ୍ତୁ ଏହି କାମ, ଘରୁ ଦୂର ହେବ ସମସ୍ତ ଅଶୁଭ ଶକ୍ତି

October 7, 2025

ମୟୂରଭଞ୍ଜ ରାଇରଙ୍ଗପୁରରେ ଖୋଲିବ ଇଗ୍ନୋର ନୂତନ ଆଞ୍ଚଳିକ କେନ୍ଦ୍ର

October 7, 2025

ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଓଡିଶାରେ ଲାଗି ରହିବ ବର୍ଷା, ପାଣିପାଗ ବିଭାଗର ସୂଚନା

October 7, 2025

ଦେଶରେ 894 କିମି ଲମ୍ବ ଚାରିଟି ରେଳ ଲାଇନ ସମ୍ପ୍ରସାରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

October 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.