Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଓୟୁଟିଆର ର ସମାବର୍ତ୍ତନ ଉତ୍ସବ, 1144 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦେଲେ ରାଜ୍ୟପାଳ
ରାଜ୍ୟ ଖବର

ଓୟୁଟିଆର ର ସମାବର୍ତ୍ତନ ଉତ୍ସବ, 1144 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦେଲେ ରାଜ୍ୟପାଳ

January 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓୟୁଟିଆର ର ସମାବର୍ତ୍ତନ ଉତ୍ସବ, 1144 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦେଲେ ରାଜ୍ୟପାଳ

ଭୁବନେଶ୍ବର: ଓଡିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ ବା ଓୟୁଟିଆର ର 3ୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବରର ରେଳ ପ୍ରେକ୍ଷାଳୟରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟପାଳ ହରିବାବୁ କୁମ୍ଭମପାଟି ଯୋଗ ଦେଇଥିଲେ। ଏଥିରେ ସେ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହିତ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ରାଜ୍ୟପାଳ କହିଥିଲେ ଯେ, ଆଜିଠାରୁ ତୁମମାନଙ୍କର ଏକ ନୂଆ ଯୁଗର ଆରମ୍ଭ ହେଲା, ଏହାକୁ ସଠିକ ବିନିଯୋଗ କରିବାର ଆବଶ୍ୟକତା ରହିଛି।

ଓୟୁଟିଆର ର ସମାବର୍ତ୍ତନ ଉତ୍ସବ

ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଆଇଆଇଟି କାନପୁରର ନିର୍ଦ୍ଦେଶକ ମନିନ୍ଦ୍ର ଅଗ୍ରୱାଲ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ। ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳ ସ୍ବାଗତ ଭାଷଣ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

ଏହି ଉତ୍ସବରେ 793 ଜଣଙ୍କୁ ସ୍ନାତକ, 337 ଜଣଙ୍କୁ ସ୍ନାତକୋତ୍ତର, 4 ଜଣଙ୍କୁ ପିଏଚଡି ଏବଂ 64 ଜଣଙ୍କୁ ବିଜ୍ଞାନର ସ୍ନାତ୍ତକ ସହ ମୋଟ 1144 ଜଣଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

CET OUTR ଓୟୁଟିଆର ଓୟୁଟିଆର ର ସମାବର୍ତ୍ତନ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ….

February 11, 2026

ଇସ୍ପାତ ବିପ୍ଳବକୁ କିପରି କାର୍ବନ କ୍ୟାପଚର ଶକ୍ତି ପ୍ରଦାନ କରିପାରିବ?: ପ୍ରବନ୍ଧ ସେୟାର କଲେ ପ୍ରଧାନମନ୍ତ୍ରୀ

February 11, 2026

ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ ପକ୍ଷରୁ ସ୍ପର୍ଶ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

February 11, 2026

ଦୁର୍ଘଟଣାରେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ, ଅନ୍ୟ ଦୁଇ ପୋଲିସ ଅଧିକାରୀ ଆହତ

February 11, 2026
Latest News

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ….

February 11, 2026

ଇସ୍ପାତ ବିପ୍ଳବକୁ କିପରି କାର୍ବନ କ୍ୟାପଚର ଶକ୍ତି ପ୍ରଦାନ କରିପାରିବ?: ପ୍ରବନ୍ଧ ସେୟାର କଲେ ପ୍ରଧାନମନ୍ତ୍ରୀ

February 11, 2026

ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ ପକ୍ଷରୁ ସ୍ପର୍ଶ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

February 11, 2026

ଦୁର୍ଘଟଣାରେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ, ଅନ୍ୟ ଦୁଇ ପୋଲିସ ଅଧିକାରୀ ଆହତ

February 11, 2026

ଅଷ୍ଟ୍ରେଲିଆକୁ ବଡ଼ ଝଟକା: ଟି୨୦ ବିଶ୍ୱକପ୍ ରୁ ବାଦ ପଡ଼ିଲେ ଅଧିନାୟକ ମିଚେଲ ମାର୍ଶ

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.