ଦିଗପହଣ୍ଡି : ମଦ ଦୋକାନରେ ପଶି ଜଣଙ୍କୁ ହାଣି ପକାଇଲେ ଦୁବୃର୍ତ୍ତ । କଙ୍କୋରୋଡ ଛକରେ ଥିବା ଏକ ମଦ ଦୋକାନରେ ପଶି ଜଣଙ୍କୁ ହାଣି ପକାଇଲେ ଦୁବୃର୍ତ୍ତ । ମଦ ଦୋକାନୀଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ତାଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।