ଭୁବନେଶ୍ଵର: ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀ ନିର୍ଦ୍ଦେଶକର ଦାୟିତ୍ଵ ମିଳିଥିବାବେଳେ ଏହା ସହିତ ସେ ବିଜ୍ଞାନ ଓ ବୈଷୟିକ ଜ୍ଞାନବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିପରି ଡଡା ଭେଙ୍କଟ ସ୍ୱାମୀଙ୍କୁ ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ ନୂଆ ଦାୟିତ୍ୱ ଦିଆଯାଇଛି।


