Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଯାଜପୁର ପଲିଟେକ୍ନିକରେ ଅଶୋଭନୀୟ କାଣ୍ଡ: ୩ ଅଧ୍ୟାପକ ନିଲମ୍ବିତ
ରାଜ୍ୟ ଖବର

ଯାଜପୁର ପଲିଟେକ୍ନିକରେ ଅଶୋଭନୀୟ କାଣ୍ଡ: ୩ ଅଧ୍ୟାପକ ନିଲମ୍ବିତ

October 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୋହନ ଚରଣ ମାଝୀ
ଯାଜପୁର ପଲିଟେକ୍ନିକରେ ଅଶୋଭନୀୟ କାଣ୍ଡ: ୩ ଅଧ୍ୟାପକ ନିଲମ୍ବିତ

ଭୁବନେଶ୍ୱର: ବିଶୃଙ୍ଖଳିତ ଆଚରଣ ପାଇଁ ଯାଜପୁର ସରକାରୀ ପଲିଟେକ୍‌ନିକ୍‌ରେ କାର୍ଯ୍ୟରତ ତିନି ଜଣ ଅଧ୍ୟାପକ, ଅଧ୍ୟାପିକାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ନିଲମ୍ୱିତ କରାଯାଇଛି।

ଏମାନେ ହେଲେ ବରିଷ୍ଠ ଅଧ୍ୟାପକ ନୃସିଂହ ଚରଣ ବେହେରା, ଅଧ୍ୟାପକ ସନ୍ଦୀପ ମହାପାତ୍ର ଏବଂ ଅଧ୍ୟାପିକା ପି. ଆରାଧନା। ଅଭିଯୋଗ ଅନୁଯାୟୀ ଅକ୍ଟୋବର ୨୬ ତାରିଖରେ ଏକ ବୈଠକରେ ଏବଂ ପରବର୍ତ୍ତୀ ସମୟରେ ଏହି ଅଧ୍ୟାପକମାନେ ନିଜ ନିଜ ଭିତରେ ଯୁକ୍ତିତର୍କ, ମାରପିଟ ଏବଂ ଅନ୍ୟାନ୍ୟ ମର୍ଯ୍ୟାଦାହୀନ କାର୍ଯ୍ୟରେ ସଂପୃକ୍ତ ହୋଇଥିଲେ।

ଅଧ୍ୟାପନା ଭଳି ଏକ ମର୍ଯ୍ୟାଦାଜନକ ବୃତ୍ତିରେ ଥାଇ ମଧ୍ୟ ବୈଠକରେ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏଭଳି ମର୍ଯ୍ୟାଦାବିହୀନ କାର୍ଯ୍ୟରେ ଜଡ଼ିତ ହେବା ଦ୍ୱାରା ସେମାନେ ଶିକ୍ଷାନୁଷ୍ଠାନର ଭାବମୂର୍ତ୍ତୀ ଉପରେ ଆଞ୍ଚ ଆଣିବା ସହିତ ସମଗ୍ର ଅନୁଷ୍ଠାନର ଶୈକ୍ଷିକ ପରିବେଶ ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଇଛନ୍ତି।

ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ତିନି ଜଣ ଅଧ୍ୟାପକଙ୍କୁ ନିଲମ୍ୱିତ କରିବା ସହିତ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଧ୍ୟାପକ ନିଲମ୍ବିତ ଅଶୋଭନୀୟ କାଣ୍ଡ ବିଶୃଙ୍ଖଳିତ ଆଚରଣ ଯାଜପୁର ସରକାରୀ ପଲିଟେକ୍‌ନିକ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଜେନେରେଟର ଗ୍ୟାସ୍‌ ଶ୍ୱାସରୁଦ୍ଧ କରିବାରୁ ଦୁଇ ଯୁବକ ମୃତ

October 28, 2026

ବିଧାନ ପରିଷଦ ନିର୍ବାଚନ କ’ଣ ଓ କିପରି ହୁଏ ଭୋଟିଂ?: ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

October 28, 2026

୨୮ ଟି MLC ନିର୍ବାଚନରେ ​​କିଏ କେଉଁଠାରେ ଜିତିଲା?: ପଢ଼ନ୍ତୁ ସମ୍ପୂର୍ଣ୍ଣ ତାଲିକା

October 28, 2026

ଆନ୍ଧ୍ର ଉପକୂଳରେ ଭୟଙ୍କର ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଅତିକ୍ରମ: ପ୍ରବଳ ବର୍ଷା, ପବନ ସହ ବଢ଼ୁଛି ସମୁଦ୍ର ଜୁଆର

October 28, 2026
Latest News

ଜେନେରେଟର ଗ୍ୟାସ୍‌ ଶ୍ୱାସରୁଦ୍ଧ କରିବାରୁ ଦୁଇ ଯୁବକ ମୃତ

October 28, 2026

ବିଧାନ ପରିଷଦ ନିର୍ବାଚନ କ’ଣ ଓ କିପରି ହୁଏ ଭୋଟିଂ?: ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

October 28, 2026

ଯାଜପୁର ପଲିଟେକ୍ନିକରେ ଅଶୋଭନୀୟ କାଣ୍ଡ: ୩ ଅଧ୍ୟାପକ ନିଲମ୍ବିତ

October 28, 2026

‘ଦିନିକିଆରେ ଅଭିଷେକ ଶର୍ମାଙ୍କୁ ସୁଯୋଗ ମିଳିବା ଉଚିତ’: ଦାବି କଲେ ପୂର୍ବତନ କ୍ରିକେଟର

October 28, 2026

କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ: ସମସ୍ତ ଚାରି ଆସନରେ ବିଜେପି-ଜେଡି(ଏସ)ର ବିଜୟ

October 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.