ନୂଆ ଦିଲ୍ଲୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ନୂଆଦିଲ୍ଲୀରେ ଆଗାମୀ ୟୁନିୟନ ବଜେଟ୍ 2021-22 ସଂପର୍କରେ ଷଷ୍ଠ ପ୍ରାକ-ବଜେଟ୍ ବୈଠକରେ ସାମାଜିକ କ୍ଷେତ୍ରର ଅଂଶୀଦାରଙ୍କ ସହ ପରାମର୍ଶ କରିଛନ୍ତି।
ବଜେଟ ପ୍ରସ୍ତୁତି ପାଇଁ ସାମାଜିକ କର୍ମିମାନଙ୍କ ସହିତ ଆଲୋଚନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
Published:
Dec 17, 2020, 4:47 pm IST