Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମିତି କାହିଁକି କଲେ.. ଫଟୋ ହେଲା ଭାଇରାଲ
ଆଜିର ଖବର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମିତି କାହିଁକି କଲେ.. ଫଟୋ ହେଲା ଭାଇରାଲ

September 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମିତି କାହିଁକି କଲେ.. ଫଟୋ ହେଲା ଭାଇରାଲ

The Samikhsya Desk: ଶୁକ୍ରବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଙ୍କ ଏକ ଫ଼ଟୋ ବେଶ ଚର୍ଚ୍ଚାକୁ ଆସିଛି। ବେଶ ଭାଇରାଲ ମଧ୍ୟ ହୋଇଛି। ସେହି ଫଟୋରେ ନିର୍ମଳା ଲୋକମାନଙ୍କୁ ଖାଦ୍ୟ ପରିବେଷଣ ଦେଖିବାକୁ ମିଳିଛି। ସେ ହେଉଛନ୍ତି ଦେଶର ଅର୍ଥମନ୍ତ୍ରୀ ହେଲେ ତାଙ୍କୁ କାହିଁକି ଖାଦ୍ୟ ପରଷିବା କାମ କରିବାକୁ ପଡିଲା ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ସମସ୍ତେ ଏହାର କାରଣ କଣ ଜାଣିବାକୁ ଆଗ୍ରହୀ ହେବାରେ ଲାଗିଛନ୍ତି।

ତେବେ ପ୍ରକୃତ କଥା ହେଲା ସୀତାରମଣ ତାଙ୍କ ପରିବାର ସହିତ ତିରୁମାଲାର ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିର ଦର୍ଶନରେ ଯାଇଥିଲେ। ସେଠାରେ ସେ ପ୍ରାର୍ଥନା କରିଥିଲେ। ତିରୁମାଲ ତିରୁପତି ଦେବସ୍ଥାନମ (ଟିଟିଡି)ର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭେନକାଇ ଚୌଧୁରୀ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କ ସହିତ ଦର୍ଶନ ପାଇଁ ଗର୍ଭଗୃହକୁ ଯାଇଥିଲେ।

ଦର୍ଶନ ପରେ ବୈଦିକ ପଣ୍ଡିତମାନେ ରଙ୍ଗନାୟକକୁଲା ମଣ୍ଡପମରେ ବେଦସୀରବଚନମ୍ ପରିବେଷଣ କରିଥିଲେ। ଏହା ହେଉଛି ପଣ୍ଡିତମାନେ ତାଙ୍କୁ ବେଦମନ୍ତ୍ର ପାଠ କରି ଶକ୍ତି ବୃଦ୍ଧି ଆର୍ଶିବାଦ କରିଥିଲେ। ଏହାପରେ ମନ୍ଦିର କର୍ତ୍ତୃପକ୍ଷ ତାଙ୍କୁ ତୀର୍ଥ ପ୍ରସାଦମ୍ ପ୍ରଦାନ କରିଥିଲେ। ଏଥିରେ ସୀତାରମଣ ଭକ୍ତ ତଥା ପଣ୍ଡିତମାନଙ୍କୁ ପ୍ରସାଦ ପରିବେଷଣ କରିଥିଲେ। ଏହି କାର୍ଯ୍ୟରେ ମନ୍ଦିର କର୍ତ୍ତୁପକ୍ଷ ସମସ୍ତ ସାହାଯ୍ୟ ଯୋଗାଇ ଦେଇଥିଲେ।

nirmala sitharaman TTD ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଅତ୍ୟାଧୁନିକ କ୍ୱାଣ୍ଟମ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ପ୍ରତିଷ୍ଠା ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

June 12, 2026

ଭୟାବହ ସଡ଼କ ଦୁର୍ଘଟଣା: ୪ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

June 12, 2026

ଦିଲ୍ଲୀର ତୁଘଲକାବାଦରେ ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ୫ ଜଣ ଗୁରୁତର

June 12, 2026

୧୨ ବର୍ଷରେ ୧୧ କୋଟିରୁ ଅଧିକ ନାଗରିକଙ୍କ ସଶକ୍ତୀକରଣ: ସାମାଜିକ ନ୍ୟାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

June 12, 2026
Latest News

ଅତ୍ୟାଧୁନିକ କ୍ୱାଣ୍ଟମ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ପ୍ରତିଷ୍ଠା ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

June 12, 2026

ଭୟାବହ ସଡ଼କ ଦୁର୍ଘଟଣା: ୪ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

June 12, 2026

ଦିଲ୍ଲୀର ତୁଘଲକାବାଦରେ ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ୫ ଜଣ ଗୁରୁତର

June 12, 2026

୧୨ ବର୍ଷରେ ୧୧ କୋଟିରୁ ଅଧିକ ନାଗରିକଙ୍କ ସଶକ୍ତୀକରଣ: ସାମାଜିକ ନ୍ୟାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

June 12, 2026

ରାମଗଡ଼ରେ ୨୦ କିଲୋୱାଟ୍ ଏଫ୍‌ଏମ୍ ଟ୍ରାନ୍ସମିଟର ଲୋକାର୍ପିତ: ପ୍ରସାରଣ ସେବାକୁ ମିଳିବ ନୂଆ ଗତି

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.