ଚିଲିକା, ବିଶ୍ବ ପ୍ରସିଦ୍ଧ ଲୁଣା ହ୍ରଦ ଭିତରେ ଥିବା କାଳିଜାଈର ଶୋଭାରାଶି ବର୍ତ୍ତମାନ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି। କାରଣ ବନ ବିଭାଗ ଏହି ପର୍ଯ୍ୟଟନ ସ୍ଥଳର ଉନ୍ନୟନ ହାତକୁ ନେଇ ସୌନ୍ଦର୍ଯ୍ୟକରଣ କରିଛି। ଆକାଶମାର୍ଗରୁ ନିଆଯାଇଥିବା କାଳିଜାଈ ପାହାଡର ଏକ ଫଟୋ