ବନବିଭାଗର ସୌନ୍ଦର୍ଯ୍ୟକରଣ ପରେ ବର୍ତ୍ତମାନ ଚିଲିକା ହ୍ରଦ ଭିତରେ ଥିବା କାଳିଜାଈର ଅପରୂପ ଶୋଭା

Published: Jun 15, 2020, 8:05 pm IST

ଚିଲିକା, ବିଶ୍ବ ପ୍ରସିଦ୍ଧ ଲୁଣା ହ୍ରଦ ଭିତରେ ଥିବା କାଳିଜାଈର ଶୋଭାରାଶି ବର୍ତ୍ତମାନ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି। କାରଣ ବନ ବିଭାଗ ଏହି ପର୍ଯ୍ୟଟନ ସ୍ଥଳର ଉନ୍ନୟନ ହାତକୁ ନେଇ ସୌନ୍ଦର୍ଯ୍ୟକରଣ କରିଛି। ଆକାଶମାର୍ଗରୁ ନିଆଯାଇଥିବା କାଳିଜାଈ ପାହାଡର ଏକ ଫଟୋ

Related posts