ଭୁବନେଶ୍ବର, ଆଜି ଆରମ୍ଭ ହୋଇଛି ବିଧାନସଭା। କରୋନା ମାହାମାରୀ ସଂକ୍ରାମଣକୁ ରୋକିବା ପାଇଁ ବହୁ ବ୍ୟବସ୍ଥା କରାଯାଇଛି। ଏହି ସୁରକ୍ଷା ଭିତରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ ଭିତରକୁ ପ୍ରବେଶ କରୁଛନ୍ତି। ବିଧାନସଭା
ପୂର୍ବ ସରକାର ଯଦି ଦୁର୍ନିତି କରିଛନ୍ତି ଦମ ଅଛି ତ ଭିଜିଲାନ୍ସ ଲଗାଅ, ବିଧାନସଭାରେ ଗର୍ଜିଲେ ବିଧାୟକ ଅରବିନ୍ଦDecember 5, 2025