ପ୍ରଶାସନର ସହାୟତାରେ ପ୍ରତି ରବିବାର ସକାଳେ ଗୋପାଳପୁର ବେଳାଭୂମରେ ଚାଲିଛି ସଫେଇ

Published: Nov 22, 2020, 1:26 pm IST

ଗୋପାଳପୁର, ପ୍ରତି ରବିବାର ଦିନ ଗୋପାଳପୁର ବେଳାଭୂମରେ ଚାଲୁଛି ସଫେଇ। ଗୋପାଳପୁର ଏନଏସସି ସହଯୋଗରେ ଏହି ସଫେଇ କାର୍ଯ୍ୟ କରାଯାଉଛି।

Related posts