Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଉରକେଲାରେ ହେବ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ୍‌
ଆଜିର ଖବର

ରାଉରକେଲାରେ ହେବ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ୍‌

December 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଉରକେଲା : ରାଉରକେଲାରେ ସବୁଠୁ ବଡ ହକି ଷ୍ଟାଡିୟମ୍‌ ହେବ  । ଦେଶର ସବୁଠୁ ବଡ ହକି ଷ୍ଟାଡିୟମ୍‌ ନିର୍ମାଣ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ବସ୍ତରୀୟହକି ଷ୍ଟାଡିୟମ୍‌ ନିର୍ମାଣ ହେବ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଜି ଏକ ଭିଡିଓ ବାର୍ତ୍ତା ଜରିଆରେ ଘୋଷଣା କରିଛନ୍ତି । ବିପିୟୁଟି କ୍ୟାମ୍ପସ୍‌ରେ ହେବ ହକି ଷ୍ଟାଡିୟମ୍‌। ରାଉରକେଲାରେ ନୂତନ ଇଣ୍‌ଟରନ୍ୟାସନାଲ୍‌ ହକି ଷ୍ଟାଡିୟମ୍‌ 20,000 ହଜାରରୁ ଅଧିକ ଲୋକେ ବସି ମ୍ୟାଚ୍‌ ଦେଖିପାରିବେ । ଏଥିରେ ଅନେକ ଆଧୁନିକ ବ୍ୟବସ୍ଥା ରହିବ । ସୁନ୍ଦରଗଡ ହେଉଛି ହକିର ଗଡ । ଏଠାରୁ ଦିଲ୍ଲୀପ ତିର୍କି ଓ ସୁନୀତା ଲାକ୍ରାଙ୍କ ବିଶ୍ବବିଖ୍ୟାତ ଖେଳାଳୀ ଆସିଛନ୍ତି। 2023ରେ ପୁରୁଷ ବିଶ୍‌ବ ହକି ପ୍ରତିଯୋଗିତା କରିବ ଓଡ଼ିଶା ।  ଏହି ହକି ବିଶ୍ୱ କପ୍‌ ରାଜ୍ୟର ଦୁଇଟି ଜାଗା ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜିତ ହେବ । ଏହି ଅବସରରେ ସାରା ବିଶ୍ବ ହକିର ବୃହତ୍‌ ଷ୍ଟାଡିୟମ୍‌କୁ ଦେଖିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

୩୦ ଦିନ ଜେଲରେ ରହିଲେ ପଦରୁ ହଟିବେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ: ହଇଚଇ ସୃଷ୍ଟି କରିବ ଏହି ବିଲ

July 5, 2026

ପ୍ରାୟ ୧.୦୬ ଲକ୍ଷ କୋଟି ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 5, 2026

ସିଜି ସେମି ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟ ସୁବିଧାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

July 5, 2026

ଦ୍ୱିତୀୟ ଟି-୨୦ରେ ଜାକବ୍ ବେଥେଲ୍‌ଙ୍କ ବିସ୍ଫୋରକ ପାଳି: ଇଂଲଣ୍ଡଠାରୁ ଭାରତର ଲଜ୍ଜାଜନକ ପରାଜୟ

July 5, 2026
Latest News

୩୦ ଦିନ ଜେଲରେ ରହିଲେ ପଦରୁ ହଟିବେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ: ହଇଚଇ ସୃଷ୍ଟି କରିବ ଏହି ବିଲ

July 5, 2026

ପ୍ରାୟ ୧.୦୬ ଲକ୍ଷ କୋଟି ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 5, 2026

ସିଜି ସେମି ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟ ସୁବିଧାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

July 5, 2026

ଦ୍ୱିତୀୟ ଟି-୨୦ରେ ଜାକବ୍ ବେଥେଲ୍‌ଙ୍କ ବିସ୍ଫୋରକ ପାଳି: ଇଂଲଣ୍ଡଠାରୁ ଭାରତର ଲଜ୍ଜାଜନକ ପରାଜୟ

July 5, 2026

ଆଜି ଜୁଲାଇ ୫ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ, ଜାଣନ୍ତୁ ରାଶିଫଳ

July 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.