Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ଵିତୀୟ ଟେଷ୍ଟ: ଇଂଲଣ୍ଡ ବିରୋଧରେ ଭାରତର ପ୍ରଥମ ଇନିଂସରେ ୩୨୯ ରନ
ଆଜିର ଖବର

ଦ୍ଵିତୀୟ ଟେଷ୍ଟ: ଇଂଲଣ୍ଡ ବିରୋଧରେ ଭାରତର ପ୍ରଥମ ଇନିଂସରେ ୩୨୯ ରନ

February 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର
ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

ଚେନ୍ନାଇ: ଦ୍ଵିତୀୟ ଟେଷ୍ଟ ପ୍ରଥମ ଇନିଂସରେ ଇଂଲଣ୍ଡ ବିରୋଧରେ ଭାରତ ୩୨୯ ରନରେ ଅଲଆଉଟ ହୋଇଯାଇଛି। ଭାରତ ୩୦୦/୬ ରନରୁ ଖେଳ ଆରମ୍ଭ କରି ଆଜି ମାତ୍ର ଆଉ ୨୯ ରନ ଯୋଡ଼ି ସମସ୍ତ ୱିକେଟ ହରାଇଥିଲା। ଆଜି ୱିକେଟ କିପର ରିଷଭ ପନ୍ତ  ପ୍ରଥମ ଇନିଂସ ଖେଳ ଶେଷ ପର୍ଯ୍ୟନ୍ତ ୫୮ ରନରେ ଅପରାଜିତ ଥିଲେ।

୧- ରୋହିତ ଶର୍ମା- ୧୬୧

୨- ଶୁବମାନ ଗିଲ- ୦୦

୩- ଚେତେଶ୍ଵର ପୂଜାରା- ୨୧

୪- ବିରାଟ କୋହଲୀ- ୦୦

୫- ଅଜିଙ୍କ୍ୟ ରାହାଣେ- ୬୭

୬- ରିଷଭ ପନ୍ତ- ୫୮ (ଅପରାଜିତ)

୭- ରବିଚନ୍ଦ୍ରନ ଅଶ୍ଵିନୀ- ୧୩

୮- ଅକ୍ଶର ପଟେଲ- ୫

୯- ଇଶାନ୍ତ ଶର୍ମା- ୦୦

୧୦- କୁଳଦୀପ ଶର୍ମା- ୦୦

୧୧- ମହମ୍ମଦ ସିରାଜ- ୪

ଇଂଲଣ୍ଡ ବୋଲିଂ:

ମୋଇନ ଅଲ୍ଲି ସର୍ବାଧିକ ୪ ଟି ୱିକେଟ ନେଇଥିବା ବେଳେ ଓଲ୍ଲୀ ଷ୍ଟୋନ ୩ ଟି ୱିକେଟ, ଜ୍ୟାକ ଲିଚ ୨ ଟି ୱିକେଟ ଏବଂ ଜୋ ରୁଟ ୧ ଟି ୱିକେଟ ଅକ୍ତିଆର କରିଥିଲେ।

ଦ୍ଵିତୀୟ ଟେଷ୍ଟ ପ୍ରଥମ ଇନିଂସ
Share. Facebook Twitter LinkedIn Email WhatsApp Copy Link

Related Posts

୧୯୫ କେଜି ଗଞ୍ଜେଇ ଜବତ

August 25, 2026

ଛୁରି ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୫ ମାସର ଗର୍ଭବତୀ

August 25, 2026

ଦେଶବ୍ୟାପୀ ଆୟୋଜିତ ହେବ “ଖେଲୋ ଇଣ୍ଡିଆ ଡାଏଲଗ୍”

August 25, 2026

୩୦ରେ ନିଟ୍‌-ପିଜି ପରୀକ୍ଷା: ଆଜିଠୁ ମିଳିବ ଆଡ୍‌ମିଟ୍ କାର୍ଡ

August 25, 2026
Latest News

୧୯୫ କେଜି ଗଞ୍ଜେଇ ଜବତ

August 25, 2026

ଛୁରି ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୫ ମାସର ଗର୍ଭବତୀ

August 25, 2026

ଦେଶବ୍ୟାପୀ ଆୟୋଜିତ ହେବ “ଖେଲୋ ଇଣ୍ଡିଆ ଡାଏଲଗ୍”

August 25, 2026

୩୦ରେ ନିଟ୍‌-ପିଜି ପରୀକ୍ଷା: ଆଜିଠୁ ମିଳିବ ଆଡ୍‌ମିଟ୍ କାର୍ଡ

August 25, 2026

ଜାତୀୟ ଚମ୍ପିୟାନସିପ: ବ୍ରହ୍ମପୁର କରାଟେ ଏକାଡେମୀର ଅଭୁତପୂର୍ବ ସଫଳତା

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.