Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚେପକ୍ ଟେଷ୍ଟ: ଇଂଲଣ୍ଡ ବିରୋଧରେ ବିରାଟ ବିଜୟ, ସିରିଜକୁ ୧-୧ ରେ ବରାବର କଲା ଭାରତ
ଆଜିର ଖବର

ଚେପକ୍ ଟେଷ୍ଟ: ଇଂଲଣ୍ଡ ବିରୋଧରେ ବିରାଟ ବିଜୟ, ସିରିଜକୁ ୧-୧ ରେ ବରାବର କଲା ଭାରତ

February 16, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ: ଇଂଲଣ୍ଡ-ଭାରତ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଭାରତର ବିରାଟ ବିଜୟ ହୋଇଛି। ଚତୁର୍ଥ ଦିନରେ ବିରାଟ ବାହିନୀ ଇଂଲଣ୍ଡକୁ ଧରାଶାୟୀ କରିଛି। ଫଳରେ ଚାରି ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୧-୧ରେ ବରାବର କରିବାରେ ସଫଳ ହୋଇଛି। ଇଂଲଣ୍ଡ ଗତକାଲି ୫୩/୩ ରନରୁ ଖେଳ ଆରମ୍ଭ କରି ଆଜି ବାକି ସମସ୍ତ ୱିକେଟ ହରାଇ ୧୬୪ ରନରେ ସୀମିତ ରହିଥିଲା। ଭାରତ ୩୧୭ ରନ ବ୍ଯବଧାନରେ ଜିତି ଦ୍ଵିତୀୟ ଟେଷ୍ଟକୁ ନିଜ ନାମରେ କରିଛି।

ଇଂଲଣ୍ଡ ବ୍ୟାଟିଂ:

୧- ଜୋସେଫ ବର୍ନ୍ସ-୨୫

୨- ଡମ ସିବ୍ଲି- ୩

୩- ଡାନ ଲୱରେନ୍ସ- ୨୬

୪- ଜ୍ୟାକ ଲିଚ- ୦୦

୫- ଜୋ ରୁଟ- ୩୩

୬- ବେନ ଷ୍ଟୋକ୍ସ- ୮

୭- ଓଲ୍ଲୀ ପୋପ- ୧୨

୮- ବେନ ଫୋକ୍ସ- ୨

୯- ମୋଇନ ଅଲି- ୪୩

୧୦- ଓଲ୍ଲୀ ଷ୍ଟୋନ- ୦୦

୧୧- ଷ୍ଟୁଆର୍ଟ ବ୍ରଡ଼- ୫( ଅପରାଜିତ)

ଭାରତ ବୋଲିଂ:

ଅକ୍ଶର ପଟେଲ ସର୍ବାଧିକ ୫ ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ଵିନୀ ୩ ଟି ଏବଂ କୁଳଦୀପ ଯାଦବ ୧ ଟି ୱିକେଟ ଅକ୍ତିଆର କରିଥିଲେ।

ଇଂଲଣ୍ଡ ଚେପକ୍ ଟେଷ୍ଟ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026
Latest News

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.